ETV Bharat / state

ଗୁଣୁପୁରରେ ଗଡିଲା ସମ୍ପର୍କ ରଥ, ସରକାରଙ୍କ କାର୍ଯ୍ୟକ୍ରମକୁ କରିବ ପ୍ରଚାର - rayagada news update

ଗୁଣୁପୁର ଠାରେ ଆଜି(ମଙ୍ଗଳବାର) ଠାରୁ ସମ୍ପର୍କ ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

gunupur
ଗୁଣୁପୁରରେ ଗଡିଲା ସମ୍ପର୍କ ରଥ
author img

By

Published : Jan 21, 2020, 11:16 PM IST

ରାୟଗଡା: ଗୁଣୁପୁର ଠାରେ ଆଜି(ମଙ୍ଗଳବାର) ଠାରୁ ସମ୍ପର୍କ ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ପ୍ରଚାର ଓ ପ୍ରସାର କରିବା ସହ ‘ମୋ ସରକାର’ ଓ ‘5ଟି’ ଭଳି ଯୋଜନାକୁ ଘରେ ଘରେ ପହଞ୍ଚାଇବା ଓ ସାଧାରଣ ଲୋକଙ୍କୁ ସରକାରରେ ଭାଗିଦାର କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଗୁଣୁପୁରରେ ଗଡିଲା ସମ୍ପର୍କ ରଥ

ଅନ୍ୟମାନଙ୍କ ମଧ୍ୟରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗାମଙ୍ଗ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ତିନୋଟି ରଥ ଗୁଣପୁର ଉପଖଣ୍ଡର ବିଭିନ୍ନ ପଞ୍ଚାୟତ ଓ ବିଭିନ୍ନ ଗ୍ରାମ ବୁଲି ଲୋକଙ୍କୁ ସଚେତନ କରାଯିବ ବୋଲି ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଗୁଣୁପୁର ରେ ଗଡ଼ିଲା ସମ୍ପର୍କ ରଥ, ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ର କରିବ ପ୍ରଚାର ଓ ପ୍ରସାର ।Body:ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ଆଜି ଠାରୁ ସମ୍ପର୍କ ରଥର ଶୁଭରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ପ୍ରଚାର ଓ ପ୍ରସାର କରିବା ସହ ମୋ ସରକାର ଓ ଫାଇବ ଟି ଭଳି ଯୋଜନାକୁ ଘରେ ଘରେ ପହଞ୍ଚାଇବା ଓ ସାଧାରଣ ଲୋକଙ୍କୁ ସରକାର ରେ ଭାଗିଦାର କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟ ମାନଙ୍କ ମଧ୍ୟରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗୋରାଚାନ୍ଦ ଗାମଙ୍ଗ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ତିନୋଟି ରଥ ଗୁଣପୁର ଉପଖଣ୍ଡର ବିଭିନ୍ନ ପଂଚାୟତ ଓ ଗାଁ ଗାଁ କୁ ବୁଲି ଲୋକଙ୍କୁ ସଚେତନ କରିବ ବୋଲି ଜଣାପଡିଛି ।Conclusion:ଗୁଣୁପୁର ରେ ଗଡ଼ିଲା ସମ୍ପର୍କ ରଥ, ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ର କରିବ ପ୍ରଚାର ଓ ପ୍ରସାର ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.