ETV Bharat / state

ରାୟଗଡାରେ ସୁନା ଚେନ ଝାମ୍ପି ନେଲେ ଦୁର୍ବୃତ୍ତ - ରାୟଗଡାରେ ଚେନ ଲୁଟେରା

ରାୟଗଡା ଜିଲ୍ଲାର ବ୍ୟାଙ୍କ କଲୋନୀ ୩ ନମ୍ବର ଗଳିରେ ଜି ମଙ୍ଗେୟାମା ନାମକ ଜଣେ ବୃଦ୍ଧାଙ୍କଠାରୁ ସୁନା ଚେନ ଲୁଟ । ନେଇ ମହିଳାଙ୍କ ପରିବାର ପକ୍ଷରୁ ରାୟଗଡା ଥାନାରେ ଏତଲା ଦିଆ ଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Oct 18, 2019, 5:11 AM IST

ରାୟଗଡା: ଜିଲ୍ଲାରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଚେନ ଲୁଟେରା ମାତିଛନ୍ତି । ବ୍ୟାଙ୍କ କଲୋନୀ ୩ ନମ୍ବର ଗଳିରେ ଜଣେ ବୃଦ୍ଧାଙ୍କଠାରୁ 5 ଭରିର ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଗୁରୁବାର ସକାଳ ବ୍ୟାଙ୍କ କଲୋନୀ 2 ନମ୍ବର ଗଳିରେ ରହୁଥିବା ଜି ମଙ୍ଗେୟାମା କ୍ଷୀର ଦେଇ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ରାୟଗଡା ଥାନାରେ ଏତଲା ଦିଆ ଯାଇଛି । ଶେଷ ଖବର ସୁଦ୍ଧା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ପୁଣି ମାତିଲେ ଚେନ ଲୁଟେରାBody:ରାୟଗଡରେ ଦୀର୍ଘଦିନର ବ୍ୟବଧାନପରେ ପୁଣି ଲୁଟେରା ମାତିଛନ୍ତି। ବେଙ୍କ କଲୋନୀ ୩ୟ ଗଳିରେ ଜଣେ ବୃଧାଙ୍କ ଠାରୁ 5 ତୁଲା ଓଜନର ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳ ବେଙ୍କ କଲୋନୀ 2ୟ ଗଳିରେ ରହୁଥିବା ଜି ମଙ୍ଗେୟାମା ବୃଧା କ୍ଷୀରଦେଇ ଫେରୁଥିବା ବେଳେ ଦୁଇଜଣ ଦୁର୍ବୁତ୍ତ ବାଇକ ରେ ଆସି ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ।ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୁତ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ମହିଳାଙ୍କ ପରିବାର ପକ୍ଷରୁ ରାୟଗଡ ଥାନାରେ ଏତଲା ଦିଆ ଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।

Byte-ଗୈରୀ ବନ୍ଦନା( ମାଙ୍ଗେମାଙ୍କ ନାତୁଣୀ )

Byte-ଜି ମଙ୍ଗେୟାମା(ଲୁଟ ଶିକାର ହୋଇଥିବା ମହିଳା)Conclusion:ପୁଣି ମାତିଲେ ଚେନ ଲୁଟେରା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.