ETV Bharat / state

ଗଞ୍ଜେଇ ଚୋରା ଚାଲାଣ ବେଳେ ଜଣେ ଗିରଫ - ଗଞ୍ଜେଇ ଚୋରା ଚାଲାଣ

28 କେଜି ଗଞ୍ଜେଇ ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 3ଲକ୍ଷ ହେବ।  ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ଅଧିକ ପଢନ୍ତୁ......

ganja sized
ଗଞ୍ଜେଇ ଚୋରା ଚାଲାଣ
author img

By

Published : Feb 5, 2020, 11:17 PM IST

ରାୟଗଡା: ଗଞ୍ଜେଇ ଚୋରା ଚାଲଣ ବେଳେ ଜଣେ ଗିରଫ । ଏଭଳି ଘଟଣା ଘଟିଛି କେନ୍ଦୁଗୁଡା ଅଞ୍ଚଳରେ । କେନ୍ଦୁଗୁଡାର ମଜେସ ବର୍ଦ୍ଧନ ନାମକ ଜଣେ ଯୁବକ ଏକ ବସରେ 2ଟି ପ୍ୟାକେଟରେ ଗଞ୍ଜେଇ ଭୁବନେଶ୍ବରକୁ ଚୋରା ଚାଲଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଛି । 28 କେଜି ଗଞ୍ଜେଇ ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 3ଲକ୍ଷ ହେବ। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ।

ଗଞ୍ଜେଇ ଚୋରା ଚାଲାଣ

ହେଲେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ତେବେ ଏହି ମାମଲାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ଗଞ୍ଜେଇ ଚୋରା ଚାଲାଣ ବେଳେ ଜଣେ ଗିରଫ । Body:ଗଞ୍ଜେଇ ଚୋରା ଚାଲାଣ ବେଳେ ପଲିସ ହାତରେ ଧାରାପଡି ଜଣେ ଗଞ୍ଜେଇ ମଫିଆ । ଘଟଣା ଘଟିଛି ପଦ୍ମପୁର ପୋଲିସ ଷ୍ଟେସନ କେନ୍ଦୁଗୁଡା ଅଞ୍ଚଳରେ । କେନ୍ଦୁଗୁଡା ଗାଁର ମଜେସ ବର୍ଦ୍ଧନ ନାମକ ଜଣେ ଯୁବକ ନାଇଟ ଏକ୍ସପ୍ରେସ ବସରେ ଦୁଇଟି ପେକେଟରେ 28 କିଲୋ ଗଞ୍ଜେଇ ଭୁବନେଶ୍ବରକୁ ଚୋରାରେ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧାରା ପଡିଛି । ତା ଠାରୁ 28 କେଜି ଗଞ୍ଜେଇ ସହିତ ଗୋଟିଏ ମୋବାଇଲ ଜବତ କରି କୋଟ ଚାଲାଣ କରିଛି । ତେବେ ଗଞ୍ଜେଇର ଆନୁମାନିକ ମୂଲ୍ୟ 3 ଲକ୍ଷ ହେବ ବୋଲି ଜଣାପଡିଛି । ବର୍ଦ୍ଧନର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗ ହାଜତକୁ ପଠେଇ ଦିଆଯାଇଛି । ତେବେ ଏହି ମାମଲାରେ ଅନ୍ୟ କେହି ସମ୍ପୃକ୍ତ ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।Conclusion:ଗଞ୍ଜେଇ ଚୋରା ଚାଲାଣ ବେଳେ ଜଣେ ଗିରଫ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.