ETV Bharat / state

ଗଞ୍ଜେଇ ଚୋରା ଚାଲାଣ କରି 2 ଯୁବତୀ ଗିରଫ - 2ଯୁବତୀ ଗିରଫ

ଅବକାରୀ ମୋବାଇଲ ସ୍କ୍ବାଡର ଚଢାଉ । 2ଜଣ ଯୁବତୀ ସୁଟକେଶରେ ଗଞ୍ଜେଇ ନେଇ ରାଞ୍ଚିକୁ ଡେଲିଭରି ଦେବାକୁ ଟ୍ରେନରେ ଯିବା ସମୟରେ ଅବକାରୀ ମୋବାଇଲ ସ୍କ୍ବାଡ ହାତରେ ଧରା ପଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 6, 2019, 9:34 PM IST

ରାୟଗଡା: ରାୟଗଡା ରେଲୱେ ଷ୍ଟେସନ ନିକଟରୁ 47 କେଜି ଗଞ୍ଜେଇ ଜବତ। ଅବକାରୀ ମୋବାଇଲ ସ୍କ୍ବାଡର ଚଢାଉ ସମୟରେ ରେଲୱେ ଷ୍ଟେସନ ନିକଟରୁ 2ଜଣ ଯୁବତୀ ଏହା ଚାଲାଣ କରୁଥିଲେ । ଗିରଫ ଯୁବତୀ ମାନେ ହେଲେ କୋରାପୁଟ ଜିଲ୍ଲା ସିମିଲିଗୁଡା ଅଞ୍ଚଳର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଖବରମୁତାବକ, ସେମାନେ ଦଲାଲ ଠାରୁ ଗଞ୍ଜେଇ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ଗଞ୍ଜେଇ ପହଞ୍ଚାଇ ମୋଟା ଅଙ୍କର ପାଉଣା ପାଉଥିଲେ । ଆଜି ଏହି ଯୁବତୀମାନେ 2ଟି ସୁଟକେଶରେ ଗଞ୍ଜେଇ ନେଇ ଝାଡଖଣ୍ଡ ରାଞ୍ଚିକୁ ଡେଲିଭରି ଦେବାକୁ ଟ୍ରେନରେ ଯିବା ସମୟରେ ଅବକାରୀ ମୋବାଇଲ ସ୍କ୍ବାଡ ହାତରେ ଧରା ପଡିଥିଲେ । ଏନେଇ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ମାନ୍ୟବର ଅଦାଲତ ଉଭୟଙ୍କୁ ବିଚାର ବିଭାଗ ହାଜତକୁ ପଠେଇ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡ଼ ଅବକାରୀ ମୋବାଇଲ ସ୍କ୍ବାଡ ଚଢାଉ ସମୟରେ ରାୟଗଡ଼ ରେଲୱେ ଷ୍ଟେସନ ନିକଟରୁ ଦୁଇଜଣ ଯୁବତୀଙ୍କ ସହିତ 47 କେଜି ଗଞ୍ଜେଇ ଜବତ କରିଛନ୍ତି ।` ଗିରଫ ଯୁବତୀ ମାନେ କୋରାପୁଟ ଜିଲ୍ଲାର ସିମିଲିଗୁଡା ଅଞ୍ଚଳର । ଏମାନେ ଦଲଲ ଠାରୁ ଗଞ୍ଜେଇ ନେଇ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ସ୍ଥାନରେ ପହଞ୍ଚାଇ ମୋଟା ଅଙ୍କର ପାଉଣା ପାଉଥିଲେ । ମୁଖ୍ୟତ ଏମାନେ କୋରିୟର କାମ କରୁଥିଲେ । ଆଜି ଏହି ଯୁବତୀ ମାନେ ଦୁଇଟି ଆଟେଜରେ ଗଞ୍ଜେଇ ନେଇ ବିହାରର ରାଞ୍ଚିକୁ ଡେଲିଭରି ଦେବାକୁ ଟ୍ରେନରେ ଯିବା ସମୟରେ ଅବକାରୀ ମୋବାଇଲ ସ୍କ୍ବାଡ ହାତରେ ଧାରା ପଡିଥିଲେ । ଏମାନଙ୍କୁ ଅଟକାଇ ପଚରାଉଚରା ସମୟରେ ସେମାନଙ୍କ ସୁଟକେଶରୁ 47 କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏ ନେଇ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ମାନ୍ୟବର ଅଦାଲତ ଉଭୟଙ୍କୁ ବିଚାର ବିଭାଗ ହାଜତକୁ ପଠେଇ ଦେଇଛନ୍ତି । Body:AConclusion:B
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.