ETV Bharat / state

ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ଗୁଡାରିରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ମାମଲାରେ ସମ୍ପୃକ୍ତ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ । ଅଧିକ ପଢନ୍ତୁ...

author img

By

Published : Feb 5, 2021, 10:54 PM IST

ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା:ଚୋରା ଗଞ୍ଜେଇ ଚାଲାଣ ସମୟରେ ଗୁଡ଼ାରି ପୋଲିସ ଜଣଙ୍କୁ ଗିରଫ କରିଛି । ଏଥିସହ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ପୋଲିସ ଗିରଫ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ନଗଦ 650 ଟଙ୍କା ଜବଦ କରିଛି ।

ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ଆଜି(ଶୁକ୍ରବାର) ଗୁଡାରି ପୋଲିସ ଚଢାଉ କରି ୧୦୬ କେ.ଜି ୫୪୦ ଗ୍ରାମ ଗଞ୍ଜେଇ ଏବଂ ନଗଦ ୬୫୦ ଟଙ୍କା କରିଛି । ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଛି । ଗିରଫ ବ୍ୟକ୍ତି ରାୟଗଡା ଜିଲ୍ଲା ଗୁଡ଼ାରି ଥାନା ଅନ୍ତର୍ଗତ ଲିଡ଼ିଙ୍ଗପଦର ଗ୍ରାମର ୨୮ ବର୍ଷିୟ ପିତେରୁ କ୍ରେପିଟିକା ବୋଲି ଜଣାପଡିଛି । ସେ କନ୍ଧମାଳ ଜିଲ୍ଲାକୁ ଗଞ୍ଜେଇ ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଥିଲା ପୋଲିସ । ପରେ ଚଢାଉ କରି ପୋଲିସ ଗଞ୍ଜେଇ ଜବତ କରିବା ସହ ପିତେରୁଙ୍କୁ ଗିରଫ କରିଛି । ଏନେଇ ଗୁଣପୁର ଏସଡ଼ିପିଓ ରାଜକିଶୋର ଦାସ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.