ETV Bharat / state

ପୋଷ୍ଟାଲ ବାଲଟରେ ଭୋଟ ଦେଲେ ପୁଲିଂ କର୍ମଚାରୀ - Rayagada

ଶେଷ ପର୍ଯ୍ୟାୟରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ ପାଇଁ ପ୍ରସ୍ତୁତି । ପୋଷ୍ଟାଲ ବାଲଟ ମାଧ୍ୟମରେ ମତଦାନ କରିଛନ୍ତି ପୁଲିଂ କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Apr 6, 2019, 12:01 PM IST

ରାୟଗଡା: ଜିଲ୍ଲାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସରିଛି ତାଲିମ । ପୋଷ୍ଟାଲ ବାଲଟ ମାଧ୍ୟମରେ ମତଦାନ ବି କରିସାରିଛନ୍ତି ପୁଲି୍ଂ କର୍ମଚାରୀ । ଏବେ ଆରମ୍ଭ ହୋଇଛି ଫ୍ଲାଗମାର୍ଚ୍ଚ ଓ ଏରିଆ ଡୋମିନେସନ । 11ରେ ହେବ ମତଦାନ ।

ଗତ 1ରୁ ଆରମ୍ଭ ହୋଇଥିଲା ପୁଲିଂ କର୍ମଚାରୀଙ୍କ ତାଲିମ । ଶୁକ୍ରବାର ପର୍ଯ୍ୟନ୍ତ ଏହା ଚାଲିଥିଲା । ଜିଲ୍ଲାର ମୋଟ 872 ବୁଥରେ 5772ଜଣ ପୋଲିଙ୍କ କର୍ମଚାରୀ ନିୟୋଜିତ ହେବେ । ପୋଷ୍ଟାଲ ବାଲଟ ମାଧ୍ୟମରେ ଏମାନେ ମତଦାନ କରିଛନ୍ତି । ଏନେଇ ରାୟଗଡ଼ା ଏସପି ଡ଼.ଶ୍ରବଣ ବିବେକ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଅସାମାଜିକ ବ୍ୟକ୍ତିଙ୍କୁ ଧରିବା ପାଇଁ ଯୋଜନା କରାଯାଇଛି । ପୂର୍ବରୁ ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇସାରିଛି । ସେହି ସବୁ ଅଞ୍ଚଳରେ ଏଭଳି ଫ୍ଲାଗମାର୍ଚ୍ଚ ହେବ ବୋଲି କହିଛନ୍ତି ରାୟଗଡା ଏସପି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

blank 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.