ETV Bharat / state

ଧାନଗଦାରେ ନିଆଁ, 8 ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ - 8 lakh rupees paddy destroy in rayagada

ଧାନଗଦାରେ ନିଆଁ । ପ୍ରାୟ 8 ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ । ରାୟଗଡାର କଲ୍ୟାଣସିଂହପୁର ବ୍ଲକ୍ ଶିରିପୁର ଗାଁରେ ଧାନଗଦାରେ ନିଆଁ ଲାଗିଛି ।

fire in paddy
ଧାନ ଗଦାରେ ନିଆଁ, ପ୍ରାୟ 8 ଲକ୍ଷ ଟଙ୍କାର ଧାନ ନଷ୍ଟ
author img

By

Published : Dec 29, 2019, 8:40 PM IST

ରାୟଗଡା: ଧାନଗଦାରେ ନିଆଁ । ପ୍ରାୟ 8 ଲକ୍ଷ ଟଙ୍କାର ଧାନ ନଷ୍ଟ । ରାୟଗଡାର କଲ୍ୟାଣସିଂହପୁର ବ୍ଲକ୍ ଶିରିପୁର ଗାଁରେ ଧାନ ଗଦାରେ ନିଆଁ ଲାଗିଛି ।

ଧାନ ଗଦାରେ ନିଆଁ, ପ୍ରାୟ 8 ଲକ୍ଷ ଟଙ୍କାର ଧାନ ନଷ୍ଟ

ରବିବାର ସନ୍ଧ୍ୟାରେ ଖଳାରେ ଅମଳ ପାଇଁ ଥିବା ଧାନ ଗଦାରେ ହଠାତ୍ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ ଚାଷୀ । ତେବେ ଦମକଳ ବାହିନୀ ଆସିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଏହି ନିଆଁରେ 8 ଜଣ ଚାଷୀଙ୍କ 11 ଟି ଧାନଗଦା ପୋଡି ପାଉଁଶ ହୋଇଯାଇଛି ।

ଏହାର ଆନୁମାନିକ ମୂଲ୍ୟ 8 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ସେପଟେ ଏହି ଚାଷୀମାନେ ଧାନ ଉପରେ ନିର୍ଭର କରି ଚଳୁଥିବାରୁ ବର୍ଷକର ଆୟ ନଷ୍ଟ ହୋଇଥିବା କହି ମୁଣ୍ଡରେ ହାତ ଦେଇଛନ୍ତି । ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ସେମାନେ ଅନୁରୋଧ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଧାନ ଗଦା ରେ ନିଆ, ପ୍ରାୟ ୮ ଲକ୍ଷ ଟଙ୍କାର ଧାନ ନଷ୍ଟ ଚିନ୍ତାରେ ଚାଷୀ।Body:ଧାନ ଗଦା ରେ ନିଆଲଗି ପ୍ରାୟ ୮ ଲକ୍ଷ ଟଙ୍କାର ଧାନ ନଷ୍ଟ, ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ନାରାୟଣପୁର ପଞ୍ଚାୟତ ଶିରିପୁର ଗାଁରୁ, ଆଜି ସନ୍ଧ୍ୟାରେ ଖଳାରେ ଅମଳ ନିମନ୍ତେ ରଖାଯାଇଥିବା ଧାନ ଗଦାରେ ହଟାତ୍ ଧୂଆଁ ବାହାରୁଥିବା ଦେଖି ଥିଲେ, ତୁରନ୍ତ ଅଗ୍ନିସମ ବିଭାଗକୁ ଫାନ କରି ଜଣାଇଥିଲେ, ଦମକଳ ଆସିବା ବେଳକୁ ସବୁ ସରିଯାଇଛି, ସିରିପୁର ଗାଁର ୮ ଜଣ ଚାଷୀଙ୍କ ୧୧ ଟି ଧାନ ଗଦା ପୋଡ଼ି ପାଉଁଶ ହଇଯାଇଛି ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଆଠ ଲକ୍ଷ ହେବ ବାଲି ଜଣାପଡିଛି, କେବଳ ଧାନ ଚାଷ ଉପରେ ନିର୍ଭର କରୁଥିବା ଏହି କ୍ଷତିଗ୍ରସ୍ତ ମାନେ ବର୍ଷକର ଆୟ ନଷ୍ଟ ହାଇଯାଇଥିବରୁ ମୁଣ୍ଡରେ ହାତ ଦେଇ କନ୍ଧୁଛନ୍ତି, ସରକାରୀ ସାହାଯ୍ୟ କୁ ଅପେକ୍ଷା କରିଛନ୍ତି। ଏସଂପର୍କରେ ପ୍ରଶାସନିକ ପ୍ରତିକ୍ରିୟା ମିଳିପାରିନାହିଁ।Conclusion:ଧାନ ଗଦା ରେ ନିଆ, ପ୍ରାୟ ୮ ଲକ୍ଷ ଟଙ୍କାର ଧାନ ନଷ୍ଟ ଚିନ୍ତାରେ ଚାଷୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.