ETV Bharat / state

କୋଇଲା ବୋଝେଇ ଟ୍ରେନରେ ନିଆଁ - ରାୟଗଡାରେ ଟ୍ରେନ ଆଗ୍ନିକାଣ୍ଡ

ରାୟଗଡା ଷ୍ଟେସନରେ ଛିଡା ହୋଇଥିବା ମାଲବାହୀ ଟ୍ରେନର 4ଟି ବଗିରେ ଅଗ୍ନିକାଣ୍ଡ । ବିଶାଖାପଟଣାରୁ ରାୟପୁର ଅଭିମୁଖେ ଯାଉଥିଲା ଟ୍ରେନ । ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Nov 21, 2019, 11:46 PM IST

ରାୟଗଡା: ରାୟଗଡା ଷ୍ଟେସନର ଛଅ ନମ୍ବର ଟ୍ରାକରେ ଛିିଡା ହୋଇଥିବା ମାଲବାହୀ ଟ୍ରେନର 4ଟି ବଗିରେ ନିଆଁ ଲାଗିଯାଇଥିବା ସୂଚନା । ତେବେ ବିଶାଖାପଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନରୁ ଧୁଆଁ ବହାରୁଥିବା ଦେଖି ରେଳବାଇ କର୍ମଚାରୀ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ । ଏନେଇ ରେଳବିଭାଗ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

କୋଇଲା ବୋଝେଇ ବଗିରେ କୋଇଲା ମଧ୍ୟରେ ଫାଙ୍କ ଯୋଗୁଁ କୋଇଲା ମଧ୍ୟରେ ଘର୍ଷଣ ହୋଇ ନିଆଁ ଲାଗି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ପ୍ରଥମେ ବିଶାଖାପାଟଣା ପରେ ସିମାଞ୍ଚଳ ଷ୍ଟେସନରେ ନିଆଁ ଦେଖି ସେଠାରେ ପାଣି ପକାଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:କୋଇଲା ବୋଝେଇ ଟ୍ରେନରେ ନିଆଁ Body:କୋଇଲା ବୋଝେଇ ଟ୍ରେନରେ ନିଆଁ । ରାୟଗଡା ଷ୍ଟେସନର ଛଅ ନମ୍ବର ଟ୍ରାକରେ ଠିଆ ହୋଇଥିବା ମାଲବାହୀ ଟ୍ରେନର 4ଟି ବଗିରେ ନିଆଁ ଲାଗି ଥିଲା । ତେବେ ବିଶାଖାପଟଣାରୁ ରାୟପୁର ଅଭିମୁଖେ ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନରୁ ଧୁଆଂ ବହାରୁଥିବା ଦେଖି ପିତାମହ ଏକ ରେଳବାଇ କର୍ମଚାରୀ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ । ଏନେଇ ରେଳବିଭାଗ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି । କୋଇଲା ବୋଝେଇ ବଗିରେ କୋଇଲା ମଧ୍ୟରେ ଫାଙ୍କ ଯୋଗୁଁ କୋଇଲା ମଧ୍ୟରେ ଘର୍ଷଣ ହୋଇ ନିଆ ଲାଗି ଥାଇପାରେ ବୋଲି ସନ୍ଧେହ କରାଯାଉଛି । ତେବେ ପ୍ରଥମେ ବିଶାଖାପଟନା ପରେ ସିମାଞ୍ଚଳ ଷ୍ଟେସନରେ ନିଆ ଦେଖି ସେଠାରେ ପଣି ପକାଯାଇଥିଲା । Conclusion:କୋଇଲା ବୋଝେଇ ଟ୍ରେନରେ ନିଆଁ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.