ETV Bharat / state

ଖରିଫ ଧାନ କିଣାକୁ ନେଇ ଆରମ୍ଭ ହେଲା ଖୋଳତାଡ

author img

By

Published : Mar 4, 2020, 11:30 PM IST

Updated : Mar 4, 2020, 11:35 PM IST

ରାୟଗଡାରେ ଚଳିତ ବର୍ଷ ଖରିଫ ଧାନ କିଣାକୁ ନେଇ ଦେଖା ଦେଇଛି ସମସ୍ୟା । ତେବେ ୧୧ ଲକ୍ଷ ୯୬ ହଜାର ୯୨୬ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖିଥିବା ଯୋଗାଣ ବିଭାଗ ବର୍ତ୍ତମାନ ସୁଦ୍ଧା କିଣା ସରିଛି ୧୧ଲକ୍ଷ ୧୫ ହଜାର ୪୨୬ କ୍ବିଣ୍ଟାଲ ଧାନ । ଅଧିକ ପଢନ୍ତୁ...

ଖରିଫ ଧାନର ବିକ୍ରିକୁ ନେଇ ଆରମ୍ଭ ହେଲା ତର୍ଜମା

ରାୟଗଡା: ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ କିଣାକୁ ନେଇ ଦେଖା ଦେଇଛି ସମସ୍ୟା । କେତେବେଳେ ଚାଷୀ ପଞ୍ଜିକରଣ କରିନଥିବାରୁ ଟୋକନ ପାଇବାରୁ ବଞ୍ଚିତ ହୋଇ ଧାନ ବିକିପାରିନଥିବା ବେଳେ ପୁଣି କେତେବେଳେ ଟୋକନ ଥାଇ ମଧ୍ୟ ଆଧାର ତଥ୍ୟ ଭୁଲ ଯୋଗୁଁ ବିକିପାରିନି ଚଳିତ ବର୍ଷର ଖରିଫ ଧାନ ।

ଏପଟେ କିନ୍ତୁ ଯୋଗାଣ ବିଭାଗ ଲକ୍ଷ୍ୟ ରଖିଛି ଠିକ୍‌ ସମୟରେ ଟାର୍ଗେଟ ପୂରଣ କରିବ । ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୯୬ ହଜାର ୯୨୬ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖିଥିବା ଯୋଗାଣ ବିଭାଗର ବର୍ତ୍ତମାନ ସୁଦ୍ଧା କିଣା ସରିଛି ୧୧ଲକ୍ଷ ୧୫ ହଜାର ୪୨୬ କ୍ବିଣ୍ଟାଲ ଧାନ। ସବୁଠାରୁ ବଡ କଥା ୧୬୪୧୬ ଜଣ ଚାଷୀ ପଞିକୄତ କରିଥିବା ଵେଳେ ଯୋଗାଣ ବିଭାଗର ତଥ୍ୟ ମୁତାବକ ବିକିଛନ୍ତି ମାତ୍ର ୮୬୭୨ ଜଣ ଚାଷୀ ।

ତେବେ ପ୍ରାୟ ଆଧା ଚାଷୀ ସେମାନଙ୍କ ଧାନ ବିକି ପାରିନଥିବାବେଳେ ଏନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଖୋଳତାଡ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 4, 2020, 11:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.