ETV Bharat / state

ହାତୀପଲଙ୍କ ଉତ୍ପାତ; ଭାଙ୍ଗିଲେ ଘର ଓ ନଷ୍ଟ କଲେ ଶସ୍ୟ

ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ଇଛାପୁର, ରଘୁବାରି ଓ ଡିମିରିଗୁଡା ପଞ୍ଚାୟତର ଜଙ୍ଗଲ ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ଲାଗି ରହିଛି। ଅଧିକ ପଢନ୍ତୁ...

author img

By

Published : Jan 1, 2021, 8:34 AM IST

ହାତିପଲଙ୍କ ଉତ୍ପାତ; ଭାଙ୍ଗିଲେ ନିର୍ମାଣାଧିନ ଘର ଓ ନଷ୍ଚ କଲେ ଧାନ, ମାଣ୍ଡିଆ

ରାୟଗଡା: ଆତଙ୍କ ଖେଳାଉଛନ୍ତି ହାତୀପଲ। ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅଧିନସ୍ଥ ଇଛାପୁର, ରଘୁବାରି ଓ ଡିମିରିଗୁଡା ପଞ୍ଚାୟତର ଜଙ୍ଗଲ ଅଞ୍ଚଳରେ ହାତୀପଲଙ୍କ ଉତ୍ପାତ ଲାଗିରହିଛି।

ଗତ ରାତିରେ ଏହି ହାତିପଲ ଇଛାପୁର ପଞ୍ଚାୟତର ଗୋଡିଖାଲ ଗ୍ରାମରେ ୨ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣାଧିନ ଘରକୁ ଭାଙ୍ଗି ଦେଇଛନ୍ତି । ଏହାସହ ଧାନ ଓ ମାଣ୍ଡିଆ ମଧ୍ୟ ନଷ୍ଟ କରୁଥିବା ଜଣାପଡିଛି । ହାତୀପଲକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଥିବା ବେଳେ ରାତିରେ ଲୋକେ ନିଆଁଜାଳି ହାତିକୁ ଜଗି ରହୁଛନ୍ତି ।

ଏହି ହାତୀ ପଲରେ ପ୍ରାୟ ୨୦ଟି ହାତୀଥିବା ଜଣାପଡିଛି । ଖବରପାଇ ବନ ବିଭାଗ ଅଧିକାରୀ ମାନେ ଗାଁରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.