ETV Bharat / state

ରାୟଗଡାରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ DGP - ରାୟଗଡା ଗସ୍ତରେ ପୋଲିସ ଡ଼ିଜି

ଦିନିକିଆ ରାୟଗଡା ଗସ୍ତରେ ଆସି ଏସପି ଅଫିସରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ ପୋଲିସ ଡ଼ିଜି ସୁନିଲ ବଂଶଲ । ଅଧିକ ପଢନ୍ତୁ

ରାୟଗଡାରେ ଆଇନ ଶୃଙ୍ଖଳାର  ସମୀକ୍ଷା କଲେ DGPରାୟଗଡାରେ ଆଇନ ଶୃଙ୍ଖଳାର  ସମୀକ୍ଷା କଲେ DGP
ରାୟଗଡାରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ DGP
author img

By

Published : Mar 22, 2022, 7:37 AM IST

ରାୟଗଡା: ଦିନିକିଆ ରାୟଗଡା ଗସ୍ତରେ ପୋଲିସ ଡ଼ିଜି ସୁନିଲ ବଂଶଲ । ଗତକାଲି ଜିଲ୍ଲା ଗସ୍ତରେ ଆସି ଏସପି ଅଫିସରେ ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍ତି । ଆଗାମୀ ପୌର ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ଓ ଜିଲ୍ଲାରେ ମାଓବାଦୀ ସ୍ଥିତର ସମୀକ୍ଷା କରିଥିଲେ ପୋଲିସ ଡିଜି । ପଞ୍ଚାୟତ ନିର୍ବାଚନରେ ଯେପରି ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଅନୁଷ୍ଠିତ ହେଇଥିଲା ସେହିଭଳି ପୌର ନିର୍ବାଚନ ମଧ୍ୟ କରାଯିବ ବୋଲି ଡ଼ିଜି ପ୍ରକାଶ କରିଥିଲେ।

ରାୟଗଡାରେ ଆଇନ ଶୃଙ୍ଖଳାର ସମୀକ୍ଷା କଲେ DGP

ଜିଲ୍ଲାରେ ମାଓବାଦୀ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ତଥାପି ମାଓବାଦୀଙ୍କୁ ମୂଳପୋଛ କରାଯିବ ବୋଲି ଡିଜି ପ୍ରକାଶ କରିବା ସହ ଜିଲ୍ଲା ପୋଲିସର କାମକୁପ୍ରଶଂସା କରିଥିଲେ । ଡିଜିଙ୍କ ଗସ୍ତ ସମୟରେ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ଡିଆଇଜି ରାଜେଶ ପଣ୍ଡିତ ଓ ଆରକ୍ଷୀ ଅଧ୍ୟକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.