ETV Bharat / state

ରଥ ପ୍ରସ୍ତୁତ ପଥ ପ୍ରସ୍ତୁତ, ଭାବର ଠାକୁରଙ୍କ ପାଖକୁ ଭକ୍ତଙ୍କୁ ନା - covid19 car festival

ମହାମାରୀ କୋରୋନା ପାଇଁ ଚଳିତ ବର୍ଷ ରାୟଗଡାରେ ଭାବର ଠାକୁରଙ୍କ ପାଖକୁ ଭକ୍ତଙ୍କୁ ସାମିଲ ହୋଇପାରିବେ ନାହିଁ । ଏଭଳି ନିଷ୍ପତି ନେଇଛନ୍ତି ରାୟଗଡା ଜିଲ୍ଲା ପ୍ରଶାସନ । ଅଧକ ପଢନ୍ତୁ...

http://10.10.50.80:6060///finalout3/odisha-nle/finalout/14-June-2020/7613694_rayagada.mp4
ରଥ ପ୍ରସ୍ତୁତ, ପଥ ମଧ୍ୟ ପ୍ରସ୍ତୁତ ହେଲେ ଭାବର ଠାକୁରଙ୍କ ପାଖକୁ ଭକ୍ତଙ୍କୁ ନା
author img

By

Published : Jun 14, 2020, 7:43 PM IST

ରାୟଗଡା: ରଥ ପ୍ରସ୍ତୁତ,ପଥ ମଧ୍ୟ ପ୍ରସ୍ତୁତ, ହେଲେ ଭାବର ଠାକୁରଙ୍କ ପାଖକୁ ଭକ୍ତଙ୍କୁ ନା । ଏଭଳି ନିଷ୍ପତି ହୋଇଛି ରାୟଗଡା ଜିଲ୍ଲା ପ୍ରଶାସନ । ଆସନ୍ତା ରଥ ଯାତ୍ରାରେ ରଥ ଟାଣି ପରିବେନି କି କାଳିଆ ଠାକୁରଙ୍କ ଯାତ୍ରାରେ ସାମିଲ ହୋଇ ପରିବେନି ସାଧାରଣ ଭକ୍ତ ।

ରଥ ପ୍ରସ୍ତୁତ, ପଥ ମଧ୍ୟ ପ୍ରସ୍ତୁତ ହେଲେ ଭାବର ଠାକୁରଙ୍କ ପାଖକୁ ଭକ୍ତଙ୍କୁ ନା

କେଉଁ ଆବାହମାନ କାଳରୁ ରାୟଗଡା ସ୍ଥିତ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଠାରେ ଆଦିବାସୀ ତଥା ଆଦିମ ଜନଜାତିଙ୍କ ଦ୍ଵାରା ଏହି ରଥଯାତ୍ରା ହୋଇଆସୁଥିଲା । ଏହି ଯାତ୍ରା ଦେଖିବାପାଇଁ ହଜାର ହଜାର ସଂଖ୍ୟାରେ ଜିଲ୍ଲା ତଥା ପଡୋଶୀ ରାଜ୍ୟରୁ ଭକ୍ତଙ୍କ ଭିଡ ଜମୁଥିଲା ।ମହାମାରୀ କୋରୋନା ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧି ପାଉଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । କୋରୋନା ପ୍ରଭାବରେ ସାମାଜିକ ଦୂରତା ଭଙ୍ଗ ହେବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି ।ସେପଟେ ରଥ ଯାତ୍ରାର ଦିନ ଯେତିକି ପାଖେଇ ଆସୁଛି ସେତିକି ଜୋରରେ ରଥ ନିର୍ମାଣ କାମ ଆଗେଇ ଚାଲିଛି ।

ପ୍ରତି ବର୍ଷ ରାୟଗଡାରେ ଖଞ୍ଜ ରଥ ନିର୍ମାଣ ହୋଇଥାଏ । ତେବେ ଗତ ବର୍ଷ ୪ ଟି ଚକ ଭାଙ୍ଗି ଯିବା ଫଳରେ ବର୍ତମାନ କୋରୋନର ସ୍ଥିତିରେ କାଠ ସଂଗ୍ରହ ନେଇ ଚିନ୍ତା ବଢିଥିଲା ପ୍ରଶାସନର । ସମୟ ପୂର୍ବରୁ ମୁକୁନ୍ଦପୁର ଜଙ୍ଗଲରୁ କାଠ ସଂଗ୍ରହ ପରେ ରଥ ମହାରଣାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଶେଷ ପର୍ଯ୍ୟାୟରେ ପହିଞ୍ଚିଛି ରଥ ନିର୍ମାଣ । ଚଳିତ ବର୍ଷ ୬୦ ସେବାୟତଙ୍କୁ ନେଇ ଯାତ୍ରା ସମ୍ପୂର୍ଣ୍ଣ କିଭଳି ହେବ ଚିନ୍ତାରେ ପଡିଯାଇଛନ୍ତି ରାଜପୁରୋହିତ ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.