ETV Bharat / state

ବଂଶଧାରା ନଦୀ ବ୍ରିଜ ତଳୁ ବାଇକ ସହ ମୃତଦେହ ଉଦ୍ଧାର

ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବଂଶଧରା ନଦୀର ବ୍ରିଜ ତଳେ ବାଇକ୍ ସହ ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି ମୁନିଗୁଡା ପୋଲିସ ।

author img

By

Published : May 20, 2019, 5:07 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ଗାଁ ଦେଇ ଯାଇଥିବା ବଂଶଧରା ନଦୀର ବ୍ରିଜ ତଳେ ବାଇକ୍ ସହ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ମୁନିଗୁଡା ପୋଲିସ । ମୄତ ବ୍ୟକ୍ତି ଜଣକ ଜଗଦଲପୁର ଫାଣ୍ଡି ଅନ୍ତର୍ଗତ ଚିକାମ୍ବରି ଗାଁର ରାମଚନ୍ଦ୍ର ମହାନନ୍ଦିଆ ବୋଲି ଜଣାପଡିଛି । ସେ ମୁନିଗୁଡାର ଗୋବର୍ଦ୍ଧନ ସାହିରେ ଭଡାରେ ରହୁଥିବା ସ୍ଥାନୀୟ ଲୋକ କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ଆଜି ସକାଳୁ କୁଟ୍ରାଗଡ ଗ୍ରାମବାସୀ ନଦୀକୁ ଗାଧୋଇ ଯିବା ସମୟରେ ଏହି ମୄତଦେହକୁ ଦେଖି ମୁନିଗୁଡା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ମୁନିଗୁଡା ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

ବାଇକ ସହ ମୃତଦେହ ଉଦ୍ଧାର , ହତ୍ୟା ସନ୍ଦେହ

ରାୟଗଡା:  ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ଗାଁ ଦେଇ ଯାଇଥିବା  ବଂଶଧରା ନଦୀର ବ୍ରିଜ ତଳେ ବାଇକ୍ ସହ ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି ମୁନିଗୁଡା ପୋଲିସ । ମୄତ ବ୍ୟକ୍ତି ଜଣକ ଜଗଦଲପୁର ଫାଣ୍ଡି ଅନ୍ତର୍ଗତ ଚିକାମ୍ବରି ଗାଁର ରାମଚନ୍ଦ୍ର ମହାନନ୍ଦିଆ ବୋଲି ଜଣାପଡିଛି । ସେ ମୁନିଗୁଡାର ଗୋବର୍ଦ୍ଧନ ସାହିରେ ଭଡାରେ ରହୁଥିବା ସ୍ଥାନୀୟ ଲୋକ କହିଛନ୍ତି ।

ଆଜି ସକାଳୁ କୁଟ୍ରାଗଡ ଗ୍ରାମବାସୀ ନଦୀକୁ ଗାଧୋଇ ଯିବା ସମୟରେ ଏହି ମୄତଦେହକୁ ଦେଖି ମୁନିଗୁଡା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ମୁନିଗୁଡା ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.