ETV Bharat / state

ଅନ୍ଧ ବିଶ୍ବାସରୁ ଓହରି ଟୀକାକରଣରେ ସାମିଲ ହେଲେ ଡ଼ଙ୍ଗରିଆ

author img

By

Published : May 27, 2021, 2:58 AM IST

ରାୟଗଡା ଜିଲ୍ଲା ନିୟମଗିରୀରେ ବସବାସ କରୁଥିବା ଡଙ୍ଗରିଆଙ୍କୁ ଏବେ କୋରୋନା ଚିନ୍ତା। ଆକ୍ରାନ୍ତ ହେବା ପରେ ଶେଷରେ ଟିକା ନେବାକୁ ହେଲେ ରାଜି । ଅଧିକ ପଢନ୍ତୁ....

ଅନ୍ଧ ବିଶ୍ବାସରୁ ଓହରି ଟୀକାକରଣରେ ସାମିଲ ହେଲେ ଡ଼ଙ୍ଗରିଆ
ଅନ୍ଧ ବିଶ୍ବାସରୁ ଓହରି ଟୀକାକରଣରେ ସାମିଲ ହେଲେ ଡ଼ଙ୍ଗରିଆଅନ୍ଧ ବିଶ୍ବାସରୁ ଓହରି ଟୀକାକରଣରେ ସାମିଲ ହେଲେ ଡ଼ଙ୍ଗରିଆ

ରାୟଗଡା : ନିୟମଗିରୀ ଅଞ୍ଚଳରେ ରହୁଥିବା ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ଏବେ ମହାମାରୀ କରୋନା ଗ୍ରାସିଛି । ତେବେ ଦୀର୍ଘ ଦିନର ପ୍ରଚଷ୍ଟା ପରେ ଶେଷରେ ଏହି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ଟିକା ନେବାକୁ ରାଜି ହୋଇଛନ୍ତି । ସପ୍ତାହ ମଧ୍ୟରେ ନିୟମଗିରୀରେ 100 ରୁ ଉର୍ଦ୍ଦ୍ବ ଡ଼ଙ୍ଗରିଆ କରୋନାରେ ଆକ୍ରାନ୍ତ ହୋଇଲରିଲେଣି । ନିୟମରଜାର ବିଶ୍ବାସରେ ପରିଚାଳିତ ଏହି ଡ଼ଙ୍ଗରିଆ କରୋନାରେ ଆକ୍ରାନ୍ତ ଜାଣିଶୁଦ୍ଧା ଔଷଧ ନଖାଇ ବରଂ ପୂଜାର୍ଚ୍ଚନାରେ ଲାଗି ପଡିଥିଲେ । ଏପରିକି ସ୍ବାବ ନମୂନା ସଂଗ୍ରହ ପାଇଁ ମଧ୍ୟ ଡ଼ଙ୍ଗରିଆ କନ୍ଧମାନେ ପ୍ରଶାସନକୁ ସହଯୋଗ ମଧ୍ୟ କରୁନଥିବା ଦେଖିବାକୁ ମିଳିଛି ।

ଅନ୍ଧ ବିଶ୍ବାସରୁ ଓହରି ଟୀକାକରଣରେ ସାମିଲ ହେଲେ ଡ଼ଙ୍ଗରିଆ

ବାରମ୍ବାର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ବିଷମ କଟକ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ବିଭିନ୍ନ ଡୋଙ୍ଗାରିଆ ଗ୍ରାମରେ ପହଞ୍ଚି ବୋହୁ ବୁଝାସୁଝା ପରେ ଲୋକେ ସ୍ବାବ ନମୂନା ସଂଗ୍ରହରେ ସହଯୋଗ କରିଥିଲେ । ତେବେ ଦୀର୍ଘ ଦିନର ପ୍ରଚଷ୍ଟା ପରେ ଶେଷରେ ଏହି ଆଦିମ ଜନଜାତି ଡ଼ଙ୍ଗରିଆ କାନ୍ଧ ଟୀକା ନେବାକୁ ମଧ୍ୟ ରାଜି ହୋଇଛନ୍ତି । ଆଜି ପ୍ରଥମ କରି ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲି ପଞ୍ଚାଯତର ଖମ୍ବେଶୁ ଗାଁରେ ଟୀକାକରଣ ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.