ରାୟଗଡା: ନିଜ ପେଟରେ ଛୁରୀ ଭୂସି ଆତ୍ମହତ୍ୟା ଉଦ୍ୟମ କଲେ ସିଆରପିଏଫ ଯବାନ । ଯବାନ ଜଣକ ହେଲେ ବିଜୟପାଲ ସିଂହ ।
ରାୟଗଡା ସହରରେ ଥିବା ସିଆରପିଏଫ ଚତୁର୍ଥ ବାଟାଲିୟନ କ୍ୟାମ୍ପରେ ଜଣେ ସିଆରପିଏଫ ଯବାନ ନିଜ ପେଟରେ ଛୁରା ଭୂସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ