ETV Bharat / state

5 ଦିନରୁ ସିଆରପିଏଫ ଯବାନ ନିଖୋଜ - crpf jawan dharam dev missing on 5 days

5 ଦିନଧରି ସିଆରପିଏଫ ଯବାନ ଧରମ ଦେବ ନିଖୋଜ । ରାୟଗଡା ସ୍ଥିତ ସିଆରପିଏଫର 4 ର୍ଥ ବାଟାଲିଅନରେ କାମ କରୁଥିଲେ ଯବାନ ଧରମ ଦେବ । ତାଙ୍କୁ ଶେଷଖାଲ ଥାନାରେ ଡ୍ୟୁଟି ଦିଆଯାଇଥିବାବେଳେ ସେ 5 ଦିନ ହେବ କେଉଁଆଡେ ନିଖୋଜ ଅଛନ୍ତି ।

crpf jawan dharam dev
5 ଦିନ ହେବ ସିଆରପିଏଫ ଯବାନ ନିଖୋଜ
author img

By

Published : Jan 2, 2020, 11:55 PM IST

ରାୟଗଡା: 5 ଦିନଧରି ସିଆରପିଏଫ ଯବାନ ଧରମ ଦେବ ନିଖୋଜ । ରାୟଗଡା ସ୍ଥିତ ସିଆରପିଏଫର 4 ର୍ଥ ବାଟାଲିଅନରେ କାମ କରୁଥିଲେ ଯବାନ ଧରମ ଦେବ । ତାଙ୍କୁ ଶେଷଖାଲ ଥାନାରେ ଡ୍ୟୁଟି ଦିଆଯାଇଥିବାବେଳେ ସେ 5 ଦିନ ହେବ କେଉଁଆଡେ ନିଖୋଜ ଅଛନ୍ତି ।

5 ଦିନ ହେବ ସିଆରପିଏଫ ଯବାନ ନିଖୋଜ

ସେ ଥାନାରୁ ଗତ 29 ତାରିଖରେ 4 ର୍ଥ ବାଟାଲିଅନ ଆସିବା ପାଇଁ ବାହାରିଥିବାବେଳେ ଏଠାରେ ପହଞ୍ଚି ନଥିଲେ । ଥାନାରୁ 4 ର୍ଥ ବାଟାଲିଅନ ମାତ୍ର 18 କିଲୋମିଟର ହୋଇଥିବାବେଳେ ସେ ପହଞ୍ଚିନଥିବାରୁ ତାଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା । ପରେ ତାଙ୍କର କୌଣସି ପତ୍ତା ନମିଳିବାରୁ ଉତ୍ତରପ୍ରଦେଶରେ ରହୁଥିବା ପରିବାରକୁ ଖବର ଦିଆଯାଇଥିଲା ।

ତେବେ ଆଜି(ଗୁରୁବାର) ପରିବାର ଲୋକେ ପହଞ୍ଚି ରାୟଗଡା ଥାନାରେ ଲିଖିତ ଏତଲା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଧରମ ଦେବଙ୍କର କୌଣସି ଖବର ମିଳିନଥିବାବେଳେ ତଦନ୍ତ ଜାରି ରହିଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:୫ ଦିନଧରି ସିଆରପିଏଫ ଜବାନ ଧରମ ଦେବ ନିଖୋଜ Body:ବିଗତ ୫ ଦିନ ଧରି ଜଣେ ସିଆରପିଏଫ ଜବାନ ନିଖୋଜ ଏବେ ଚର୍ଚ୍ଚା ଯୋର ଧରିଛି ରାୟଗଡ଼ା ସହରରେ । ରାୟଗଡ଼ା ସ୍ଥିତ ସିଆରପିଏଫର ୪ ର୍ଥ ବେଟେଲିୟାନରେ କାମ କରୁଥିଲେ ଜବାନ ଧରମ ଦେବ । ତାଙ୍କୁ ଶେଷଖାଲ ଥାନାରେ ଡ଼ିୟୁଟି ଦିଆଯାଇଥିଲା । ତେବେ ସେ ଗତ ୨୯ ତାରିଖରେ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା ସିଆପିଏଫ ୪ ର୍ଥ ବେଟେଲିୟନ ମୁଖ୍ୟ କାର୍ଯ୍ୟାଳୟରେ ଯେଗ ଦେବାପରେ ତାଙ୍କ ଦିଲ୍ଲି ଡ଼େପୁଟେସନରେ ଯିବାର ଥିଲା । କିନ୍ତୁ ସେ ଥାନାରୁ ବାହାରିଲେ ସତ କିନ୍ତୁ ଥାନା ଠାରୁ ମାତ୍ର ୧୮ କିମି ଦୁର ରାୟଗଡ଼ା ସହର ମହକୁମାରେ ଥିବା ସିଆପିଏଫ ୪ ର୍ଥ ବେଟେଲିୟନ ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଂ ନଥିଲେ । ତେବେ ଏନେଇ ବେଟେଲିୟନ ପକ୍ଷରୁ ବହୁ ଖୋଜାଖୋଜି ପରେ ଧରମ ଦେବଙ୍କ କୈଣସି ପତା ନମିଳିବାରୁ ଉତରପ୍ରଦେଶରେ ରହୁଥିବା ପରିବାରକୁ ଖବର ଦିଆଯାଇଥିଲା । ଆଜି ପରିବାର ଲୋକ ପହଁଚି ରାୟଗଡ଼ା ଥାନାରେ ଲିଖିତ ଏତଲା ଦେଇଛନ୍ତି । ତେବେ ବର୍ତମାନ ସୁଧା ଧରମ ଦେବଙ୍କ କୈଣସି ଖବର ମିଳିନଥିବା ବେଳେ ତଦନ୍ତ ଜାରି ରହିଥିବା ଜଣା ପଡ଼ିଛି । ତେବେ ଏନେଇ ପୁଲିସ କିମ୍ବା ସିଆପିଏଫ ଅଧିକାରିଙ୍କ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Conclusion:୫ ଦିନଧରି ସିଆରପିଏଫ ଜବାନ ଧରମ ଦେବ ନିଖୋଜ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.