ETV Bharat / state

କପାମିଲ୍‌ରେ ଅଗ୍ନିକାଣ୍ଡ, କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ କପା ଜଳିପୋଡ଼ି ପାଉଁଶ

author img

By

Published : Feb 6, 2023, 10:59 PM IST

କପା ମିଲରେ ଅଗ୍ନିକାଣ୍ଡ ପୋଡିଗଲା କୋଟିଏ ଟଙ୍କାର କପା । ରାୟଗଡା ଜିଲ୍ଲାର ଏଦୁରୱାଲାଶା ଗ୍ରାମରେ ଥିବା ଚନ୍ଦନ ଏଗ୍ରୋ ଟେକ କପା ସ୍ପିନିଂ ମିଲରେ ଲାଗିଥିଲା ନିଆଁ । ଅଧିକ ପଢ଼ନ୍ତୁ

କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ କପା ଜଳିପୋଡ଼ି ପାଉଁଶ

ରାୟଗଡା: କପା ମିଲରେ ଅଗ୍ନିକାଣ୍ଡ ପୋଡିଗଲା କୋଟିଏ ଟଙ୍କାର କପା । କପା ମିଲ ରେ ଅଗ୍ନିକାଣ୍ଡ ଘଟି କୋଟିଏ ଟଙ୍କାର କପା ଜଳିଯାଇଥିବା ସୂଚନା ମିଳିଛି। ଏଭଳି ଘଟଣା ଅଭାବନୀୟ ଘଟଣା ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲାର ରାମନାଗୁଡ଼ା ଥାନା ଅନ୍ତର୍ଗତ ଏଦୁରୱାଲାଶା ଗ୍ରାମ ରେ ଥିବା ଚନ୍ଦନ ଏଗ୍ରୋ ଟେକ କପା ସ୍ପିନିଂ ମିଲ ରେ ନିଆଁ ଲାଗିଛି ଯାଇଥିଲା ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡ ଉପରୁ ହଟୁନି ରହସ୍ୟ, ଜମିଜମା ବିବାଦରୁ ହୋଇଛି ନବଙ୍କ ହତ୍ୟା !

ଆଜି ସକାଳୁ ଅଚାନକ କପା ଗଦାରେ ପଡିଥିବା କପାରେ ନିଆ ଲାଗିଯିବା ଫଳରେ ଭୟାଵହ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ପ୍ରଥମେ ଗୁମୁଡାରେ ଥିବା ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁ ଆୟତ ବାହାରକୁ ଚାଲିଯାଉଥିବା ଦେଖି ପୁଣି ଗୁଣପୁର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଫଳରେ ଉଭୟ ଷ୍ଟେସନର ତିନୋଟି ଗାଡି ଆସି ନିଆଁ କୁ ଆୟତ କରିଥିବାକୁ 5 ଘଣ୍ଟା ଲାଗିଥିବା ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ : Sand Animation: ସ୍ୱର ସାମ୍ରାଜ୍ଞୀ ଲତାଦିଦିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ବାଲୁକା ଶିଳ୍ପୀ ମାନସଙ୍କ ଶ୍ରଦ୍ଧାଞ୍ଜଳି

ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ଵଷ୍ଟ ନଥିବା ବେଳେ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ମିଳରେ କାମ କରୁଥିବା ଶ୍ରମିକ ମାନେ କହିଛନ୍ତି । ଅନ୍ୟପଟେ ପ୍ରତ୍ୟକ ବର୍ଷ ରାୟଗଡା ଜିଲ୍ଲା ରେ ବିଭିନ୍ନ କପାମିଳରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହେଉଥିଲେ ସୁଦ୍ଧା ମିଲ ମାଲିକମାନେ ଅଗ୍ନିନିରାପତ୍ତା ବ୍ୟବସ୍ଥା କରୁ ନ ଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଯାଏଁ କ୍ଷୟକ୍ଷତି ର ଆକଳନ ହୋଇ ନ ଥିବା ବେଳେ ଇସୁରେନସ ପାଇଁ ଏଭଳି ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଅଧିକ ପଢ଼ନ୍ତୁ: ହାଇକୋର୍ଟରେ ନବଦାସ ମୃତ୍ୟୁ ମାମଲା, CBI ତଦନ୍ତ ପ୍ରାର୍ଥନା କରି ଜନସ୍ବାର୍ଥ ମାମଲା ରୁଜୁ

ସରକାରଙ୍କ ପକ୍ଷରୁ ଅଗ୍ନିନିରାପତ୍ତା ବ୍ୟବସ୍ଥା କରିବାକୁ ସବୁ କମ୍ପାନୀଙ୍କୁ ବାରବାର କୁହାଯାଉଥିଲେ ମଧ୍ୟ କମ୍ପାନୀ ଗୁଡିକର ମାଲିକମାନେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅଣ ଦେଖା କରୁଛନ୍ତି। ଯାହାର ପରିଣାମ ସଦୃଶ୍ୟ ଏପରି ଭୟଙ୍କର ସ୍ଥିତ ଦେଖିବାକୁ ମିଳୁଛି। ତେବେ ଏପରି ଘଟଣା ଆଜି ର ନୁହେଁ ଅନେକ ସମୟର ଏପରି ଭୟଙ୍କର ଘଟଣା ଦେଖିବାକୁ ମିଳିଛି। ନିକଟରେ ଭୁବନେଶ୍ବର ମାର୍କଟ ବିଲଡିଂରେ ଦୁଇଦୁଇ ଥର ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.