ETV Bharat / state

କୋରୋନା ଟିକାକରଣ ପାଇଁ ପ୍ରସ୍ତୁତ ହେଉଛି ରାୟଗଡା - corona vaccination

କିଛି ଦିନ ପରେ ରାଜ୍ୟରେ ଆରମ୍ଭ ହୋଇଯିବ କୋରୋନା ଟିକାକରଣ । ଏ ନେଇ ପ୍ରସ୍ତୁତ ହେଉଛି ରାୟଗଡା ମୁଖ୍ୟ ଚିକିତ୍ସାଳୟ । ଅଧିକ ପଢନ୍ତୁ...

କୋରୋନା ଟିକାକରଣ ପାଇଁ ପ୍ରସ୍ତୁତ ହେଉଛି ରାୟଗଡା

author img

By

Published : Jan 3, 2021, 1:25 PM IST

ରାୟଗଡା: ଆଗକୁ ସାରା ଦେଶରେ ଆରମ୍ଭ ହେବ କୋରୋନା ଟିକାକରଣ । ଏନେଇ କେତେକ ଜିଲ୍ଲାରେ ଏହାର ଡ୍ରାଏ ରନ ବି ଆରମ୍ଭ ହୋଇଯାଇଛି । କୋରୋନା ଟିକାକରଣ ପାଇଁ ରାୟଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

କୋରୋନା ଟିକାକରଣ ପାଇଁ ପ୍ରସ୍ତୁତ ହେଉଛି ରାୟଗଡା ଚିକିତ୍ସାଳୟ

କୋରୋନା ଟିକାକରଣ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମକ ଡ୍ରିଲ କରାଯାଇଛି । ଏଥିପାଇଁ ପ୍ରଥମେ ଟିକାଧାରୀଙ୍କୁ ଅନଲାଇନ କିମ୍ବା ଅଫଲାଇନରେ ନାଁ ପଞ୍ଜିକରଣ କରିବାକୁ ପଡିବ । ଏହା ପରେ ଧାର୍ଯ୍ୟ ତାରିଖ ଦିନ ମେସେଜରେ ସୂଚନା ଦିଆଯିବ । ସୂଚନା ପାଇବା ମାତ୍ରେ ସମ୍ପୃକ୍ତ ଟିକା କେନ୍ଦ୍ରକୁ ନିଜ ପରିଚୟ ପତ୍ର ସହ ଆସି ଟିକା ନେଇାପାରିବେ । ଟିକା ନେବାର 30 ମିନିଟ୍ ପର୍ଯ୍ୟନ୍ତ ଡାକ୍ତରଙ୍କ ଅବର୍ଜବେସନରେ ରିହବେ ।

କୋରୋନା ଟିକାକରଣ ପାଇଁ ରାୟଗଡା ମୁଖ୍ୟା ଚିକିତ୍ସାଳୟରେ ବ୍ୟାପକ ପ୍ରସ୍ତୁୂତି କରାଯାଇଛି । ଟିକାକରଣ କକ୍ଷ, ପ୍ରର୍ଯ୍ୟବେକ୍ଷଣ କକ୍ଷ ଓ ଅବଜରବେସନ କକ୍ଷମାନ ପ୍ରସ୍ତୁତ କରାଯାଇଛି । ଏନେଇ ଡାକ୍ତରଖାନାରେ ମକଡ୍ରିଲ ଆରମ୍ଭ ହୋଇଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.