ETV Bharat / state

ଉଦ୍‌ଯାପିତ ହେଲା ଚଇତି ମହୋତ୍ସବ - ଉଦ୍‌ଯାପିତ ହେଲା ଚଇତି ମହୋତ୍ସବ

ଚଇତି ମହୋତ୍ସବର ଶେଷ ରାତିରେ ଓଲିଉଡ କଳାକାର ମନୋଜ ମିଶ୍ର, ସୁରମୟୀ ଓ ସୁଲଗ୍ନା ଯୋଗଦେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

chaiti
chaiti
author img

By

Published : Dec 23, 2019, 11:58 PM IST

ରାୟଗଡା: ଉଦ୍‌ଯାପିତ ହେଲା ଚଇତି ମହୋତ୍ସବ, ଶେଷ ରଜନୀରେ ମସଗୁଲ ନେତା ଠାରୁ ଜନତା । ଶୀତ କାକରରେ 3ଦିନ ଧରି ଚାଲିଥିବା ଗୁଣୁପୁରର ଚଇତି ମହୋତ୍ସବ ଉଦ୍‌ଯାପିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ ଯୋଗଦେଇ ଆଦିବାସୀ କଳା, ସଂସ୍କୃତି, ଜୀବନ ଜୀବିକାର ସମନ୍ବୟ ବିକାଶ ପାଇଁ କହିଥିଲେ ।

ଉଦ୍‌ଯାପିତ ହେଲା ଚଇତି ମହୋତ୍ସବ

ତେବେ ଶେଷ ଦିନରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ଭୁବନେଶ୍ୱର ଓ କଟକର ବିଭିନ୍ନ ଡ୍ୟାନ୍ସ ଗ୍ରୁପ ଯୋଗ ଦେଇଥିଲେ । ଓଲିଉଡ କଳାକାର ମନୋଜ ମିଶ୍ର, ସୁରମୟୀ ଓ ସୁଲଗ୍ନା ଯୋଗଦେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ତେବେ ଶେଷ ଦିନରେ ନେତା କି ଜନତା ସଭିଏଁ ଏକାକାର ହୋଇ ନୃତ୍ୟଗୀତରେ ମଜିଯାଇଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଉପଜିଲ୍ଲାପାଳ ସିଧେଶ୍ବର ବଳିରାମ ମଞ୍ଚ ଉପରେ ଉପସ୍ଥିତ ଜନତାଙ୍କୁ ବେଶ ମନୋରଞ୍ଜନ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଉଦଯାପିତ ହେଲା ଚଇତି ମହୋତ୍ସବ, ଶେଷ ରଜନୀରେ ମସଗୁଲ ନେତା ଠାରୁ ଜନତା ।Body:ଶିତ କାକାରରେ ତିନି ଦିନ ଧରି ଚାଲିଥିବା ଗୁଣୁପୁରର ଚଇତି ମହୋତ୍ସବ ଉଦଯାପିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ଋତୁରାଜ ଯୋଗଦେଇ ଆଦିବାସୀ କଳା, ସଂସ୍କୃତି, ଜୀବନ ଜୀବିକା ର ସମନ୍ୱୟ ବିକାଶ ପାଇଁ ମତ ଦେଇଥିଲେ । ଶେଷ ରାଜନୀରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ଭୁବନେଶ୍ୱର ଓ କଟକର ବିଭିନ୍ନ ଡ୍ୟାନ୍ସ ଗ୍ରୁପ ଯୋଗଦେଇଥିଲେ । ଓଲିଉଡ କଳାକାର ମନୋଜ ମିଶ୍ର, ସୁରମୟୀ ଓ ସୁଲଗ୍ନା ଯୋଗଦେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉଦଯାପିତ ରଜନୀରେ କି ନେତା କି ଜନତା ସଭିଏଁ ଏକାକାର ହୋଇ ନୃତ୍ୟଗୀତ ରେ ମଜିଯାଇଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଉପଜିଲ୍ଲାପାଳ ସିଧେଶ୍ୱର ବଳିରାମ ମଞ୍ଚ ଉପରେ ଉପସ୍ଥିତ ଜନତା ଙ୍କୁ ବେଶ ମନରଞ୍ଜନ କରିଥିଲେ । Conclusion:ଉଦଯାପିତ ହେଲା ଚଇତି ମହୋତ୍ସବ, ଶେଷ ରଜନୀରେ ମସଗୁଲ ନେତା ଠାରୁ ଜନତା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.