ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ANM ଓ GNM ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - District Magistrate's Office

ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏଏନ୍ଏମ୍ ଓ ଜିଏନ୍ଏମ୍ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । 2014 ମସିହାରୁ ଛାତ୍ରଛାତ୍ରୀ ମାନେ ପାସ କରିଥିବା ବେଳେ ଏଯାଏଁ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ମିଳୁନି । ଏନେଇ ଛାତ୍ରଛାତ୍ରୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ANM and GNM students protest in front of District Magistrate's Office
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏଏନ୍ଏମ୍ ଓ ଜିଏନ୍ଏମ୍ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
author img

By

Published : Sep 29, 2020, 9:24 AM IST

ରାୟଗଡ଼ା: ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏଏନ୍ଏମ୍ ଓ ଜିଏନ୍ଏମ୍ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ସୂଚନାମୁତାବକ, ଛାତ୍ରଛାତ୍ରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଉନି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରି ଅଭିଯୋଗ ନେଇ ସୋମବାର ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜିଲ୍ଲାର ଛାତ୍ରଛାତ୍ରୀ ମାନେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏଏନ୍ଏମ୍ ଓ ଜିଏନ୍ଏମ୍ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଗତ 2014 ମସିହାରୁ ଛାତ୍ରଛାତ୍ରୀ ମାନେ ପାସ କରିଥିବା ବେଳେ ଏଯାଏଁ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ମିଳୁନି । ଏପରିକି ପ୍ରାର୍ଥୀ ମାନେ କୋରୋନା କାଳରେ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହେବାକୁ ପ୍ରଶାସନକୁ ଅନୁରୋଧ କରୁଥିଲେ ହେଁ ସେମାନଙ୍କୁ ନିଯୁକ୍ତି ସୁଯୋଗ ଦିଆନଯାଇ ବାହାର ଜିଲ୍ଲାର ଆବେଦନକାରୀଙ୍କୁ ନିଯୁକ୍ତି ମିଳୁଛି ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।

ଏନେଇ ସୋମବାର ଏଏନ୍ଏମ୍ ଓ ଜିଏନ୍ଏମ୍ ଛାତ୍ରଛାତ୍ରୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.