ETV Bharat / state

ଜାତୀୟ କୃମି ଦିବସ ଅବସରରେ ଦୁଇ ଲକ୍ଷ ପିଲା ଖାଇଲେ କୃମି ଔଷଧ - କୃମି ନାଶକ ବଟିକା

ଅପପୃଷ୍ଟି କ୍ଷେତ୍ରରେ କୃମି ଏକ ବିରାଟ ସମସ୍ୟା। ପିଲାଙ୍କ ଦେହରୁ କୃମି ସମାସ୍ୟା ଦୂର କରିବା ସହ ସୁସ୍ଥ, ସବଳ ରଖିବାକୁ ସାରା ଦେଶରେ ସୋମବାର ପାଳିତ ହେଉଛି ଜାତୀୟ କୃମିନାଶକ ଦିବସ। ଅଧିକ ପଢନ୍ତୁ..

ଜାତୀୟ କୃମି ଦିବସ ଅବସରରେ ଦୁଇ ଲକ୍ଷ ପିଲା ଖାଇଲେ କୃମି ଔଷଧ
ଜାତୀୟ କୃମି ଦିବସ ଅବସରରେ ଦୁଇ ଲକ୍ଷ ପିଲା ଖାଇଲେ କୃମି ଔଷଧ
author img

By

Published : Feb 11, 2020, 8:33 AM IST

ରାୟଗଡା: ଜାତୀୟ କୃମି ଦିବସ ଅବସରରେ ଦୁଇ ଲକ୍ଷ ପିଲା ଖାଇଲେ କୃମି ଔଷଧ । ଅପପୃଷ୍ଟି କ୍ଷେତ୍ରରେ କୃମି ଏକ ବିରାଟ ସମସ୍ୟା। ପିଲାଙ୍କ ଦେହରୁ କୃମି ସମସ୍ୟା ଦୂର କରିବା ସହ ସୁସ୍ଥ ସବଳ ରଖିବାକୁ ସାରା ଦେଶରେ ସୋମବାର ପାଳିତ ହେଉଛି ଜାତୀୟ କୃମିନାଶକ ଦିବସ।

ଜାତୀୟ କୃମି ଦିବସ ଅବସରରେ ଦୁଇ ଲକ୍ଷ ପିଲା ଖାଇଲେ କୃମି ଔଷଧ

ଏହି ଅବସରରେ 1 ବର୍ଷରୁ ଉର୍ଦ୍ଧ୍ବ ଶିଶୁଙ୍କଠାରୁ ଆରମ୍ଭ କରି 19 ବର୍ଷର ଛାତ୍ରଛାତ୍ରୀଙ୍କୁ ସୁସ୍ଥ ରଖିବାକୁ କୃମି ନାଶକ ବଟିକା ଖୁଆଯାଇଛି। ସମସ୍ତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଏହି ଔଷଧ ଖାଇବାକୁ ଦିଆଯାଇଛି। ଏହାସହ ସୋମବାର ଖାଇନଥିବା ପିଲାଙ୍କୁ ଆସନ୍ତା 17 ତାରିଖରେ ପୁଣି ଏହି ଔଷଧ ଖୁଆଯିବାର ଯୋଜନା ରଖିଛି ସ୍ବାସ୍ଥ୍ୟ ବିଭାଗ ।

ସୋମବାର ଜିଲ୍ଲାର 1 ହଜାର 9 ଶହ 47 ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ କୃମି ଓ ଭିଟାମିନ୍‌ A ସିରପ ପ୍ରଦାନ କରାଯାଇଥିବାବେଳେ 2ହଜାର 2ଶହ 28 ସ୍କୁଲର ଛାତ୍ରଛାତ୍ରୀ ସମେତ ମୋଟ 2ଲକ୍ଷ 85ହଜାର 6 ଶହ 96 ପିଲାଙ୍କୁ କୃମି ଔଷଧ ପ୍ରଦାନ କରାଯାଇଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଜାତୀୟ କୁର୍ମୀ ଦିବସ ଅବସରରେ ଦୁଇ ଲକ୍ଷ ପିଲା ଖାଇଲେ କୁର୍ମୀ ଔଷଧBody:ଅପପୃଷ୍ଟି କ୍ଷେତ୍ରରେ କୁର୍ମି ଏକ ବିରାଟ ସମସ୍ୟା । ପିଲାଙ୍କ ଦେହରୁ କୁର୍ମୀ ସମାସ୍ୟା ଦୂର କରିବା ସହ ସୁସ୍ଥ ସବଳ ରଖିବାକୁ ସାରା ଦେଶରେ ଆଜି ପାଳିତ ହେଉଛି ଜାତୀୟ କୁର୍ମୀ ନାଶକ ଦିବସ। ଏହି ଅବସରରେ 1 ବର୍ଷରୁ ଉର୍ଦ୍ଧ ଶିଶୁ ଠାରୁ ଆରମ୍ଭ କରି 19 ବର୍ଷର ଛାତ୍ର ଛାତ୍ରୀଙ୍କୁ ସୁସ୍ଥ ରଖିବାକୁ ଆଜି କୁର୍ମୀ ନାଶକ ବଟିକା ଖୁଆଯାଇଛି। ସମସ୍ତ ବିଦ୍ୟାଳୟ , ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଏହି ଔଷଧ ଖାଇବାକୁ ଦିଆଯାଇଛି ଓ ଆଜି ଖାଇନଥିବା ପିଲାଙ୍କୁ ଆସନ୍ତା 17 ତାରିଖରେ ପୁଣି ଏହି ଔଷଧ ଖୁଆଯିବାର ଯୋଜନା ରହିଛି ସ୍ୱାସ୍ଥ୍ୟ ବିଭାଗ । ଆଜି ଜିଲ୍ଲାର 1 ହଜାର 9 ଶହ 47 ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ କୁର୍ମୀ ଓ ଭିଟାମିନ A ସିରପ ପ୍ରଦାନ କରାଯାଇଥିବା ବେଳେ 2ହଜାର 2ଶହ 28 ସ୍କୁଲର ଛାତ୍ରଛାତ୍ରୀ , ସମେତ ମୋଟ 2ଲକ୍ଷ 85ହଜାର 6 ଶହ 96 ପିଲାଙ୍କୁ କୁର୍ମୀ ଔଷଧ ପ୍ରଦାନ କରାଯାଇଥିବା ଜଣାପଡିଛି । Conclusion:ଜାତୀୟ କୁର୍ମୀ ଦିବସ ଅବସରରେ ଦୁଇ ଲକ୍ଷ ପିଲା ଖାଇଲେ କୁର୍ମୀ ଔଷଧ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.