ETV Bharat / state

ସ୍କୁଲ ଅଟୋ ଓଲଟି ୧୫ ଛାତ୍ରଛାତ୍ରୀ ଆହତ

ରାୟଗଡା ଆଦର୍ଶ ବିଦ୍ୟାଳୟରୁ ଛାତ୍ରୀମାନେ ଘରକୁ ଫେରିବାବେଳେ ପାରଳା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା । ଅଟୋରେ ଥିବା ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ଅଧିକ ପଢନ୍ତୁ...

author img

By

Published : Feb 11, 2020, 10:52 PM IST

ଅଟୋ ଓଲଟି ୧୫ ଛାତ୍ରଛାତ୍ରୀ ଆହତ
ଅଟୋ ଓଲଟି ୧୫ ଛାତ୍ରଛାତ୍ରୀ ଆହତ

ରାୟଗଡା: ଜିଲ୍ଲା ରାମନାଗୁଡା ବ୍ଲକ ଆଦର୍ଶ ବିଦ୍ୟାଳୟରୁ ଛାତ୍ରୀମାନେ ଘରକୁ ଫେରିବାବେଳେ ପାରଳା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟି ପଡିଥିଲା । ଫଳରେ ଏହି ଅଟୋରେ ଥିବା ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ ।

ଅଟୋ ଓଲଟି ୧୫ ଛାତ୍ରଛାତ୍ରୀ ଆହତ

ତେବେ ସେ ସମୟରେ ଜିଲ୍ଲାପରିଷଦ ସଭ୍ୟ ଅଶ୍ବିନୀ ଗମାଙ୍ଗ ଫେରୁଥିବାବେଳେ ନିଜ ବୋଲେରୋ ଗାଡିରେ ରାମନାଗୁଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଖବର ପାଇ ପରିବାର ଲୋକେ ଆସି ନିଜ ନିଜ ପିଲାମାନଙ୍କୁ ନେଇଯାଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଜଣେ ଗୁରତର ଛାତ୍ରୀଙ୍କୁ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.