ETV Bharat / state

ତେଲଙ୍ଗାନାରୁ 15 ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

ପୁଣି ଥରେ ଓଡ଼ିଆ ଦାଦନ ନିର୍ଯାତିତ। ପେଟ ଚାଖଣ୍ଡେ ପାଇଁ ଖଟିବାକୁ ଯାଇଥିବା ଦାଦନ ମାଲିକଙ୍କ ନିର୍ଯାତନାର ଶିକାର ହେବା ପରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଶ୍ରମବିଭାଗ ଦ୍ୱାରା ଉଦ୍ଧାର ହୋଇଛନ୍ତି

author img

By

Published : Feb 10, 2019, 1:19 PM IST

Updated : Feb 10, 2019, 1:39 PM IST

ଫଟୋ ସୌଜନ୍ଯ- ସମ୍ବାଦଦାତା, ରାୟଗଡା

ରାୟଗଡା: ପୁଣି ଥରେ ଓଡ଼ିଆ ଦାଦନ ନିର୍ଯାତିତ। ପେଟ ଚାଖଣ୍ଡେ ପାଇଁ ଖଟିବାକୁ ଯାଇଥିବା ଦାଦନ ମାଲିକଙ୍କ ନିର୍ଯାତନାର ଶିକାର ହେବା ପରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ଶ୍ରମବିଭାଗ ଦ୍ୱାରା ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ରାୟଗଡା ଆଣିବା ପରେ ଆଜି ଗାଁକୁ ପଠାଯିବା ନେଇ ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାର ସୁକୁଅଁ ଗ୍ରାମର 15 ଜଣ ଶ୍ରମିକ ଗତ 5 ମାସ ତଳେ ତେଲେଙ୍ଗାନା ରାଜ୍ୟର କାର୍ଲଚଳା ଗ୍ରାମର ଇଟା ଭାଟିରେ କାମ କରିବାକୁ ଯାଇଥିଲେ। ଦିନଯାକ କାମ କରିବା ପରେ ପାରିଶ୍ରମିକ ବଦଳରେ ମିଳୁଥିବା ନିର୍ଯାତନା।

ଇଟାଭାଟି ମାଲିକ ଅରିଫ ଏହି ଶ୍ରମିକ ମାନଙ୍କୁ ମାରପିଟ କରୁଥିବା କହିଛନ୍ତି ଶ୍ରମିକ ମାନେ। ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତା ରେ ଉଦ୍ଧାର ହୋଇ ଆଜି ଏମାନେ ରାୟଗଡା ରେଳ ଷ୍ଟେସନରେ ପହଞ୍ଚି ନିଜ ଦୁଃଖ ପ୍ରକାଶ କରିଛନ୍ତି। ଆଜି ଏମାନେ ନିଜ ଗାଁ କୁ ଫେରିବେ। ତେବେ ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶ୍ରମ ବିଭାଗ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

ତେଲେଙ୍ଗାନରୁ 15 ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡାରୁ ରଞ୍ଜନ ରଥ, ଇଟିଭି ନ୍ୟୁଜ

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Conclusion:
Last Updated : Feb 10, 2019, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.