ETV Bharat / state

ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସଚିନଙ୍କ ଆରୋଗ୍ୟ କାମନା

author img

By

Published : Apr 3, 2021, 10:43 PM IST

ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସଚିନଙ୍କ ଆଶୁ ଆରୋଗ୍ୟ କାମନା କଲେ ଚିତ୍ରଶିଳ୍ପୀ ମାନସ ସାହୁ । ଅଧିକ ପଢନ୍ତୁ...

ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସଚିନଙ୍କ ଆରୋଗ୍ୟ କାମନା
ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସଚିନଙ୍କ ଆରୋଗ୍ୟ କାମନା

ପୁରୀ: ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସଚିନଙ୍କ ଆଶୁ ଆରୋଗ୍ୟ କାମନା । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବେ କୋଭିଡ ପଜିଟିଭ ଚିହ୍ନଟ ପରେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏହି ଖବର ମିଳିବା ପରେ ସଚିନଙ୍କ ଆରୋଗ୍ୟ କାମନା କରିଛନ୍ତି ତାଙ୍କ ଫ୍ୟାନ । ପୁରୀରେ ବାଲୁକା ଚିତ୍ରଶିଳ୍ପୀ ମାନସ ସାହୁ ସଚିନଙ୍କ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନଟିଏ କରି ତାଙ୍କ ସୁସ୍ଥତା କାମନା କରିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ ସଚିନଙ୍କୁ ଶୀଘ୍ର ଭଲ କରି ଦିଅନ୍ତୁ ବୋଲି ଏହି ସାଣ୍ଡ ଆନିମେସନ ଜରିଆରେ ଶିଳ୍ପୀ ମାନସ ପ୍ରାର୍ଥନା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.