ETV Bharat / state

ସମବାୟ ସମିତିରେ ଦୁର୍ନୀତି ନେଇ ବ୍ୟାଙ୍କ ଆଗରେ ଧାରଣାରତ ଗ୍ରାମବାସୀ - Nuagaon samiti

ଚାଷୀଙ୍କୁ ଋଣ ପ୍ରଦାନ ଠାରୁ ଆରମ୍ଭ କରି ଚାଷୀ ମାନଙ୍କୁ ସଠିକ ଭାବେ ପଞ୍ଜିକରଣ କରାଯାଉ ନଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

ସମବାୟ ସମିତିରେ ଦୁର୍ନୀତି ନେଇ ବ୍ୟାଙ୍କ ଅଗରେ ଧାରଣାରତ ଗ୍ରାମବାସୀ

author img

By

Published : Aug 7, 2021, 10:56 PM IST

ବ୍ରହ୍ମଗିରି: ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ କରି ସମବାୟ ବ୍ୟାଙ୍କରେ ତାଲା ପକାଇବା ସହ ଧାରଣାରେ ବସିଲେ ଶତାଧିକ ଚାଷୀ । ଫଳରେ ସ୍ଥାନୀୟ ଅଞ୍ଚଳରେ ବ୍ୟାଙ୍କ ଅଚଳ ହୋଇଯାଇଛି । ସେପଟେ ବ୍ରହ୍ମଗିରି ବ୍ଲକ ଅଧୀନ ରେବଣା ନୂଆଗାଁ ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ସମବାୟ ସମିତିରେ ଦୁର୍ନୀତି ନେଇ ବ୍ୟାଙ୍କ ଅଗରେ ଧାରଣାରତ ଗ୍ରାମବାସୀ

ଆଉ ଏହାକୁ ପ୍ରତିବାଦ କରି ମିଳିତ କୃଷକ ସଙ୍ଘ ସହିତ ଚାଷୀମାନେ ମିଳିତ ହୋଇ ପୁରୀ-ନିମାପଡା ସମବାୟ ବ୍ୟାଙ୍କ ଅଗରେ ଧାରଣା ଦେଇଛନ୍ତି । ଚାଷୀ ମାନଙ୍କୁ ସଠିକ ପଞ୍ଜିକରଣ ଓ ଚାଷୀଙ୍କୁ ଋଣ ପ୍ରଦାନରେ ଅନିୟମିତତା ହେବା ନେଇ ଅଭିଯୋଗ ହୋଇଛି । ଆଉ ଏହାର ସମାଧାନ ନ ହେବା ପଯ୍ୟନ୍ତ ବ୍ୟାଙ୍କରେ ତାଲା ପଡିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.