ETV Bharat / state

Former ARCS In Vigilance Net: ପୂର୍ବତନ ARCSଙ୍କ ଘରେ ଭିଜିଲାନ୍ସ ରେଡ୍

ପୂର୍ବତନ ARCSଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ

ପୂର୍ବତନ ARCSଙ୍କ ଘରେ ଭିଜିଲାନ୍ସ ରେଡ୍
ପୂର୍ବତନ ARCSଙ୍କ ଘରେ ଭିଜିଲାନ୍ସ ରେଡ୍
author img

By

Published : Jan 12, 2022, 10:12 AM IST

Updated : Jan 12, 2022, 10:39 AM IST

ବ୍ରହ୍ମଗିରି: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପୂର୍ବତନ ARCSଙ୍କ ଘରେ ଭିଜିଲାନ୍ସ ଚଢାଉ(former arcs under vigilance scanner) । ପୂର୍ବତନ ARCS (ଅବସରପ୍ରାପ୍ତ ଅତିରିକ୍ତ ରେଜିଷ୍ଟାନ୍ସ କୋପର୍ଟିଭି ସୋସାଇଟି) ରାଜକିଶୋର ପରିଡାଙ୍କ ଘରେ ଚଢ଼ାଉ କରାଯାଇଛି । ତାଙ୍କର ବ୍ରହ୍ମଗିରିସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ପୁରୀ, ଭୁବନେଶ୍ବର, ବ୍ରହ୍ମଗିରି କଲେଜ ଛକ, ପୈତୃକ ବାସଭବନ, ବ୍ରହ୍ମଗିରି ଖଟ ପିରିଙ୍ଗ ଗାଁରେ ରେଡ୍ କରାଯାଉଛି । ଭିଜିଲାନ୍ସ ଇନ୍ସପେକ୍ଟର୍ ସରିତା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ 6 ଜଣିଆ ଟିମ୍ ଏହି ରେଡ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି।

Former ARCS In Vigilance Net

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Jan 12, 2022, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.