ETV Bharat / state

କଳାବ୍ୟାଚ ପିନ୍ଧି ପ୍ରାଣୀ ଚିକିତ୍ସକଙ୍କ ପ୍ରତିବାଦ, ଦାବି ପୂରଣ ନହେଲେ ସମୂହ ଇସ୍ତଫା ଚେତାବନୀ - veterinarian protests for demand

ପଶୁ ଚିକିତ୍ସକଙ୍କୁ କନିଷ୍ଠ ପ୍ୟାହାରେ ରଖାଯାଇଥିବା ଅଭିଯୋଗ କରି କଳାବ୍ୟାଚ ପିନ୍ଧି ପ୍ରତିବାଦ । ଅଧିକ ପଢନ୍ତୁ...

କଳାବ୍ୟାଚ ପିନ୍ଧି ପ୍ରାଣୀ ଚିକିତ୍ସକଙ୍କ ପ୍ରତିବାଦ, ଦାବି ପୂରଣ ନହେଲେ ସମୂହ ଇସ୍ତଫା ଚେତାବନୀ

author img

By

Published : Apr 29, 2021, 5:04 PM IST

ବ୍ରହ୍ମଗିରି: ପ୍ରାଣୀ ଚିକିତ୍ସକଙ୍କୁ କନିଷ୍ଠ ପ୍ୟାହାରେ ରଖାଯାଇଥିବା ଅଭିଯୋଗ କରି କଳାବ୍ୟାଚ ପିନ୍ଧି ଡ୍ୟୁଟି କରିଛନ୍ତି । ଏପରି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରିରେ । 2008 ମସିହାରୁ ଡାକ୍ତର, ତହସିଲଦାର, ବିଡ଼ିଓ ଏବଂ ପଶୁ ଚିକିତ୍ସକ ଗୋଟିଏ ଶ୍ରେଣୀ ପାହ୍ୟାରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ପଦ ଉନ୍ନତି ହୋଇଥିଲେ ମଧ୍ୟ ପଶୁ ଚିକିତ୍ସକଙ୍କୁ କନିଷ୍ଠ ପାହ୍ୟାରେ ରଖିଛନ୍ତି । ଏହାର ପ୍ରତିବାଦ କରି ଏପ୍ରିଲ 25 ତାରିଖରୁ ପଶୁ ଚିକିତ୍ସକମାନେ କଳାବ୍ୟାଚ ପରିଧାନ କରିବା ସହ ଡିଜିଟାଲ ସେବାକୁ ବନ୍ଦ କରି ସେବା ଜାରି ରଖିଛନ୍ତି ।

କଳାବ୍ୟାଚ ପିନ୍ଧି ପ୍ରାଣୀ ଚିକିତ୍ସକଙ୍କ ପ୍ରତିବାଦ, ଦାବି ପୂରଣ ନହେଲେ ସମୂହ ଇସ୍ତଫା ଚେତାବନୀ

ଏଥିରେ ସରକାର ଯଦି ନ ଶୁଣନ୍ତି, ତେବେ ମେ 15ରେ ସମୂହ ଛୁଟି ନେବା ସହ ମେ 25 ତାରିଖରେ ସମୂହ ଚାକିରୀରୁ ଇସ୍ତଫା ଦେବେ ବୋଲି ବ୍ରହ୍ମଗିରି ପଶୁ ଚିକିତ୍ସକ ପ୍ରୀତିତୋଷ ମହାପାତ୍ର ସୂଚନା ଦେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.