ETV Bharat / state

ବଡ଼ବନ୍ଧକେରାରେ ବୋମାମାଡ, ଦୁଇ ଗୁରୁତର

author img

By

Published : Apr 21, 2021, 8:08 AM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ବନ୍ଧକେରା ଗ୍ରାମରେ ବୋମା ମାଡ ହୋଇଛି । ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ବଡ଼ବନ୍ଧକେରାରେ ବୋମାମାଡ
ବଡ଼ବନ୍ଧକେରାରେ ବୋମାମାଡ

ବ୍ରହ୍ମଗିରି: ବଡ଼ବନ୍ଧକେରା ଗ୍ରାମରେ ବୋମା ମାଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଏକାଧିକ ବୋମାମାଡ ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି ।

ବଡ଼ବନ୍ଧକେରାରେ ବୋମାମାଡ

ସୂଚନାଅନୁସାରେ, ବ୍ରହ୍ମଗିରି ଥାନା ଅଧୀନ ବଡବନ୍ଧକୋରା ଗ୍ରାମରେ ଯନ୍ତାଳ ଭୋଗ ବେଳେ ହଠାତ ବୋମାମାଡ ହୋଇଥିଲା । ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଛି ।

ଗୁରୁତର ମନୋଜ ପାଣି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବାବେଳେ ଅନ୍ୟ ଜଣ ଗୁରୁତର ବ୍ୟକ୍ତି ଭାଗୀରଥି ପରିଡା ରେବଣା ନୂଆ ଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଘଟଣାର ଖବର ପାଇ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.