ETV Bharat / state

STF Raid: ପୁରୀରୁ ଧରା ହେଲେ ଦୁଇ ବ୍ରାଉନସୁଗାର ବେପାରୀ - ପୁରୀ ବ୍ରାଉନ ସୁଗାର ବେପାରୀ ଗିରଫ

ଏସଟିଏଫ ଓ ତାଳବଣିଆ ପୋଲିସ ଦ୍ବାରା ପୁରୀରୁ ଗିରଫ ହୋଇଛନ୍ତି ଦୁଇ ବ୍ରାଉନସୁଗାର ବେପାରୀ । ଗିରଫ ହୋଇଥିବା ଦୁଇ ବେପାରୀ ହେଲେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ଵର ଖଣ୍ଟପଡାର କମଳ କିଶୋର ପଣ୍ଡା । ଅଧିକ ପଢନ୍ତୁ

STF Raid: ପୁରୀରୁ ଧରା ହେଲେ ଦୁଇ ବ୍ରାଉନସୁଗାର ବେପାରୀ

author img

By

Published : Dec 27, 2021, 10:02 PM IST

ପୁରୀ: ଏସଟିଏଫ ଓ ତାଳବଣିଆ ପୋଲିସ ଦ୍ବାରା ପୁରୀରୁ ଗିରଫ ହୋଇଛନ୍ତି ଦୁଇ ବ୍ରାଉନସୁଗାର ବେପାରୀ । ଗିରଫ ହୋଇଥିବା ଦୁଇ ବେପାରୀ ହେଲେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ଵର ଖଣ୍ଟପଡାର କମଳ କିଶୋର ପଣ୍ଡା । ଏମାନଙ୍କ ଠାରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ ବଜାରରେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

STF Raid: ପୁରୀରୁ ଧରା ହେଲେ ଦୁଇ ବ୍ରାଉନସୁଗାର ବେପାରୀ

ତିନୋଟି ମୋବାଇଲ ସହ ପୋଲିସ ଏମାନଙ୍କ ଠାରୁ ଏକ ହଜାର ଟଙ୍କା ଜବତ କରିଛି । ଏହି ଅଭିଯୁକ୍ତମାନେ ପୁରୀ ହୁଳହୁଳିଆ ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବାବେଳେ ଏସଟିଏଫ ଓ ତାଳବଣିଆ ଥାନା ପୋଲିସ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି । ସୂଚନା ଅନୁସାରେ ପୁରୀକୁ ନିଶା ମୁକ୍ତ କରିବାକୁ ପୁରୀ ପୋଲିସ STF ଗଠନ କରି ନିଶା ବେପାରୀଙ୍କ ଉପରେ ଚଢ଼ାଉ କରି ଗିରଫ କରୁଛି । ପୋଲିର ସୂଚନା ଅନୁଯାୟୀ 2021ରେ ମୋଟ 26 ନିଶା ବ୍ୟବସାୟ କେସରେ 79 ଜଣ ବିକ୍ରେତାଙ୍କୁ ଗିରଫ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.