ETV Bharat / state

ଭାରତ ବନ୍ଦ: ପୁରୀରେ ରେଳ ଚଳାଚଳ ସ୍ବାଭାବିକ - train running start in puri

ପୁରୀରେ ସ୍ବାଭାବିକ ହେଲା ରେଳ ଚଳାଚଳ ସୁବିଧା । ବନ୍ଦ ପ୍ରଭାବରେ ସକାଳ 7 ଟା ରୁ 10 ଟା ଯାଏ ରେଳରୋକ କରାଯାଇଥିଲା । ମାତ୍ର ଆନ୍ଦୋଳନକାରୀଙ୍କୁ ଗିରଫ ପରେ ଟ୍ରେନ ଚଳାଚଳ ପୁରୀରେ ସ୍ବାଭାବିକ ହୋଇଛି।

train running start
ପୁରୀରେ ରେଳ ଚଳାଚଳ ସ୍ବାଭାବିକ
author img

By

Published : Jan 8, 2020, 3:58 PM IST

ପୁରୀ: ସ୍ବାଭାବିକ ହେଲା ପୁରୀରେ ରେଳ ଚଳାଚଳ । ସର୍ବଭାରତୀୟ ଶ୍ରମିକ ସଙ୍ଗଠନର 24 ଘଣ୍ଟିଆ ଧର୍ମଘଟ ପ୍ରଭାବ ରେଳ ସେବା ଉପରେ ମଧ୍ୟ ଦେବାକୁ ମିଳିଛି। ବନ୍ଦ ପ୍ରଭାବରେ ସକାଳ 7 ଟା ରୁ 10 ଟା ଯାଏ ରେଳ ରୋକ କରାଯାଇଥିଲା । ମାତ୍ର ଆନ୍ଦୋଳନକାରୀଙ୍କୁ ଗିରଫ ପରେ ଟ୍ରେନ ଚଳାଚଳ ପୁରୀରେ ସ୍ବାଭାବିକ ହୋଇଛି। ଫଳରେ ଷ୍ଟେସନରେ ଅଟକି ରହିଥିବା ଅନେକ ଯାତ୍ରୀ ଟ୍ରେନରେ ଯିବା ପାଇଁ ସକ୍ଷମ ହୋଇଛନ୍ତି।

ପୁରୀରେ ରେଳ ଚଳାଚଳ ସ୍ବାଭାବିକ

ଅନ୍ୟପଟେ କିନ୍ତୁ ପୁରୀରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଅନେକ ଯାତ୍ରୀ ବସ ଯୋଗେ ଯିବା ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ଅଳ୍ପ କିଛି ଦୋକାନ ବଜାର ସକାଳେ ବନ୍ଦ ଥିବାବେଳେ ମଧ୍ୟାହ୍ନ ପରଠୁ ଖୋଲୁଥିବା ଦେଖିବାକୁ ମିଳୁଛି । ଆନ୍ଦୋଳନକାରୀ ମାନେ ବିଭିନ୍ନ ସରକାରୀ ଅଫିସ ଯାଇ ପିକେଟିଂ କରି ଅଫିସ ବନ୍ଦ ନେଇ ଉଦ୍ୟମ କରିଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ 4 ପ୍ଲାଟୁନ ପୋଲିସ ଫୋର୍ସ ପୁରୀ ସହରରେ ମୁତୟନ କରାଯାଇଛି ।

ପୁରୀରୁ ଶକ୍ତିକାନ୍ତ ମିଶ୍ର, ଇଟିଭି ଭାରତ

Intro:ପୁରୀ ରେ ରେଳ ଚଳାଚଳ ସ୍ୱାଭାବିକBody:ସର୍ବ ଭାରତୀୟ ଶ୍ରମିକ ସଂଗଠନ 24 ଘଣ୍ଟିଆ ଧର୍ମଘଟ ପ୍ରଭାବ ପୁରୀ ରେ ଦେଖି ବାକୁ ମିଳିଛି। ତେବେ ସକାଳ 7 ଟା ରୁ 10 ଟା ଯାଏ ରେଳ ରୋକ ପରେ ଆନ୍ଦୋଳନ କାରୀ ଙ୍କୁ ଗିରଫ ପରେ ଟ୍ରେନ ଚଳାଚଳ ପୁରୀ ରେ ସ୍ୱାଭାବିକ ହୋଇଛି। ଫଳରେ ଷ୍ଟେସନ ରେ ଅଟକି ରହିଥିବା ଯାତ୍ରୀ ଟ୍ରେନ ରେ ଯିବା ସକ୍ଷମ ହୋଇ ଛନ୍ତି। ଅନ୍ୟପଟେ କିନ୍ତୁ ପୁରୀ ରୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଅନେକ ଯାତ୍ରୀ ବସ ଯୋଗେ ଯିବା ନେଇ ଅସୁବିଧା ଭୋଗୀ ଛନ୍ତି। ସେପଟେ ଆଜି ପୁରୀ ରେ ଅଳ୍ପ କିଛି ଦୋକାନ ବଜ଼ାର ବନ୍ଦ ରହିଥିଲା ସକାଳେ। ଯାହାକି ମଧ୍ୟାନ ପର ଠୁ ଖୋଲିଛି। ଆନ୍ଦୋଳନ କାରୀ ମାନେ ବିଭିନ୍ନ ସରକାରୀ ଅଫିସ ଯାଇ ପିକେଟିଂ କରି ଅଫିସ ବନ୍ଦ ନେଇ ଉଦ୍ୟମ କରିଥିଲେ। ତେବେ ସୁରକ୍ଷା ଦୃଷ୍ଟିରୁ 4 ପ୍ଲାଟୁନ ପୋଲିସ ଫୋର୍ସ ପୁରୀ ସହରରେ ମୁତୟନ କରାଯାଇ ଥିଲାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.