ETV Bharat / state

ରଥଯାତ୍ରା: ଟ୍ରାଫିକ ନିୟନ୍ତ୍ରଣ ନେଇ ପୁରୀ ଏସପିଙ୍କ ମୁହଁରୁ... - ratha yatra

ରଥଯାତ୍ରା ପାଇଁ ପୁରୀରେ ବ୍ୟପକ ସୁରକ୍ଷା ବ୍ୟବସ୍ଥା । ଟ୍ରାଫିକ କଟକଣା ମଧ୍ୟ ଲାଗି ସାରିଲାଣି । ତେବେ ଟ୍ରାଫିକ ନିୟନ୍ତ୍ରଣ ନେଇ ଶୁଣନ୍ତୁ କଣ କହୁଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 4, 2019, 8:06 AM IST

Updated : Jul 4, 2019, 8:39 AM IST

ପୁରୀ: ରଥଯାତ୍ରା ପାଇଁ ଜନ ସମୁଦ୍ରରେ ପାରିଣତ ହୋଇଛି ବଡଦାଣ୍ଡ । ଏପଟେ ତିନି ରଥ ଚାରିପଟେ ଜେନେରାଲ କର୍ଡନ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ନୀତିକାନ୍ତି ଠିକ ଭାବେ ଚାଲିଥିବା ବେଳେ ମନ୍ଦିର ଭିତରେ କଡା ସୁରକ୍ଷା ବ୍ୟବସ୍ଥା ରହିଛି ବୋଲି ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି । ଟ୍ରାଫିକ କଟକଣା ମଧ୍ୟ ଲାଗି ସାରିଲାଣି । ଭୁବନେଶ୍ବର ପଟୁ ଯେଉଁ ମାନେ ଆସିବେ ସେମାନେ ତାଳବଣିଆରେ ପାର୍କିଂ କରିବା ନେଇ ଉମାଶଙ୍କର କହିଛନ୍ତି । ଏ ନେଇ ଏସପିଙ୍କ ସହିତ ଆମ ପ୍ରତିନିଧି ଅଧିକ ଆଲୋଚନା କରିଛନ୍ତି...

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK 

Conclusion:
Last Updated : Jul 4, 2019, 8:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.