ETV Bharat / state

ବାଲୁକା କଳାରେ ରସଗୋଲା ଦିବସ - observed

ମହାପ୍ରଭୁଙ୍କ ଏହି ନିଳାଦ୍ରୀ ବିଜେ ଦିନକୁ ରାଜ୍ୟରେ ରସଗୋଲା ଦିବସ ଭାବେ ପାଳନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 15, 2019, 4:41 AM IST

Updated : Jul 15, 2019, 10:57 AM IST

ପୁରୀ: ଆଜି ରତ୍ନବେଦୀକୁ ଫେରିବେ ମହାପ୍ରଭୁ । ମହାପ୍ରଭୁଙ୍କ ଏହି ନିଳାଦ୍ରୀ ବିଜେ ଦିନକୁ ରାଜ୍ୟରେ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବାଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସହିତ ରସଗୋଲାର ପ୍ରତିକୃତିକୁ ସ୍ଥାନ ଦିଆଯାଇଛି । ରସଗୋଲା ପ୍ରଥମେ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗି ହେଉଥିବା ସହିତ ଓଡିଶାରେ ରସଗୋଲା ଉତ୍ପତି ବୋଲି ସେ ତାଙ୍କ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି । ଏହାଛଡା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ରସଗୋଲାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରସଗୋଲା ଦିବସ ଶୁଭେଚ୍ଛାBody:ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଦିନ କୁ ରାଜ୍ୟରେ ରସଗୋଲା ଦିବସ ଭାବେ ପାଲନ କରାଯାଉଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରସଗୋଲା କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରସଗୋଲା ଦିବସ ରେ ନିଜ ବଲୁକା କଳା ମାଧ୍ୟମରେ ରାଜ୍ୟ ବାସୀ ଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି। ବାଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରତିକୃତି ସହିତ ରସଗୋଲା ର ପ୍ରତିକୃତି କୁ ସ୍ଥାନ ଦିଆଯାଇଛି ଏହି ଆକର୍ଷଣୀୟ ବଲୁକା କଳା। ରସଗୋଲା ପ୍ରଥମେ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗି ହେଉଥିବା ସହିତ ଓଡିଶା ରେ ରସଗୋଲା ଉତ୍ପତି ବୋଲି ସେ ତାଙ୍କ ବାଲୁକା କଳା ରେ ବାର୍ତା ଦେଇ ଛନ୍ତି। Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Jul 15, 2019, 10:57 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.