ETV Bharat / state

ଶରଧାବାଲିରେ ତିନି ଠାକୁର, ଆସନ୍ତାକାଲି ଆଡପ ମଣ୍ଡପ ବିଜେ

ଭକ୍ତଙ୍କ ଗହଣରେ କାଳିଆ ସାଆନ୍ତ ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି । ଆସନ୍ତାକାଲି ଆଡପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତୀ ।

author img

By

Published : Jul 4, 2019, 7:21 PM IST

Updated : Jul 4, 2019, 10:10 PM IST

ଡିଜାଇନ ଫଟୋ

ପୁରୀ: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ତିନି ଠାକୁର । ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସୁରୁଖୁରରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ କାଳିଆ ସାଆନ୍ତ ଭାଇଭଉଣୀ ସହିତ ଝୁଲି ଝୁଲି ମନ୍ଦିର ପହଞ୍ଚିଥିଲେ । ତେବେ ଆସନ୍ତାକାଲି ଆଡପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ଆଜି ହେଉଛି ପବିତ୍ର ରଥଯାତ୍ରା। ମହାପ୍ରଭୁ ଜଗନ୍ନାଥ  ଆଜି ନିଜ ମନ୍ଦିର ଛାଡି ଭକ୍ତ ଙ୍କ ପାଖରେ , ତିନି ରଥ ରେ ତିନି ଠାକୁର ବିଜେ କରି ନିଜ ମାଉସୀ ଘର କୁ ଯିବେ। ଆଉ ଏଥି ପାଇଁ ସବୁଠାର ଉସାହ ର ବାତାବାରଣ ଦେଖିବା କୁ ମିଳିଛି।ଅନ୍ୟ ପଟେ ରାଜଧାନୀ ର ଭୁବନେଶ୍ୱର ସ୍ଥିତ ଜଗମରା ଜଗନ୍ନାଥ ଙ୍କ ରହିଛି କିଛି ନିଆରା ପରମ୍ପରା। ଏଠି ଗୋଟିଏ ରଥ ରେ ତିନି ଠାକୁର ବିଯେ କରି ମାଉସୀ ମନ୍ଦିର କୁ ଜାଆନ୍ତି। ତେବେ ଏ ଭଳି ପରମ୍ପରା କଣ ପାଇଁ ରହିଛି ତା ବିଷୟ ରେ ଅଧିକ ଜାଣିବା ପାଇଁ ଆମ ଇ ଟିଭି ପ୍ରତିନିଧି ଅଧିକ ଆଲେଚନା କରିଛନ୍ତି, ଦେଖନ୍ତୁ ଏହି ଭିଡିଓ ରେ,,,,
Last Updated : Jul 4, 2019, 10:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.