ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ । ଏହା ସହ ଓପିଡ଼ି, ଆଇପିଡ଼ି, ଏକ୍ସରେ, ପଞ୍ଜିକରଣ କାଉଁଟର ଓ ନିରାମୟ କେନ୍ଦ୍ର ଆଦି ବୁଲି ଦେଖ ଥିଲେ। ଅଧିକ ପଢନ୍ତୁ...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

author img

By

Published : Feb 3, 2021, 11:43 AM IST

ପୁରୀ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ଚିକିତ୍ସା ଓ ଅନ୍ୟାନ୍ୟ ଵ୍ୟଵସ୍ଥାର ପ୍ରତକ୍ଷ ଅନୁଧ୍ୟାନ କରିଛନ୍ତି। ଏହା ସହ ଓପିଡ଼ି, ଆଇପିଡ଼ି, ଏକ୍ସରେ, ପଞ୍ଜିକରଣ କାଉଁଟର ଓ ନିରାମୟ କେନ୍ଦ୍ର ଆଦି ବୁଲି ଦେଖ ଥିଲେ। ନିରାମୟ ଔଷଧ ପାଇଁ ଧାଡିରେ ଥିବା ରୋଗୀଙ୍କ ରିପୋର୍ଟ ଦେଖିବା ସହ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ଜେଲ ରୋଡ଼ ଜାଗାରେ 3 ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ। ଏବଂ ଏହାର ନକ୍ସା ଦେଖିବା ସହ ଅଧିକାରୀଙ୍କୁ ପ୍ରକଳ୍ପ ସଂପର୍କରେ ପଚାରି ବୁଝି ଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

କୋଭିଡ ଟୀକା ନେଇଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଅଗ୍ରଗତି, କର୍ମଚାରୀ ନିଯୁକ୍ତି, ନାମ ଲେଖା ପରେ କଲେଜ ଅଦୀକ୍ଷକଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭୀମ ଭୋଇ ସାମର୍ଥ୍ୟ ଶିବିର ଭଲ କରି ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.