ETV Bharat / state

ପୁରୀରେ କୋରୋନା ୱାର୍ଡ ହେଲା ସାନିଟାଇଜ

author img

By

Published : Apr 2, 2020, 7:17 PM IST

ଅଗ୍ନିଶମ ବହିନୀ ପକ୍ଷରୁ ପୁରୀର କଲେରା ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଯାଇଛି । କୋରୋନା ଭୂତାଣୁ ସଂକ୍ରମଣ ବନ୍ଦ ନେଇ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ଏହି ସ୍ବତନ୍ତ୍ର ଅଭିଯାନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୁରୀରେ କୋରୋନା ୱାର୍ଡ ହେଲା ସାନିଟାଇଜ
ପୁରୀରେ କୋରୋନା ୱାର୍ଡ ହେଲା ସାନିଟାଇଜ

ପୁରୀ: କୋରୋନା ଭୂତାଣୁ ସଂକ୍ରମଣ ବନ୍ଦ ନେଇ ରାଜ୍ୟରେ ବିଭିନ୍ନ ଜିଲାରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । ପ୍ରଥମେ କେରୋନା ୱାର୍ଡ ଥିବା ହସ୍ପିଟାଲକୁ ସ୍ବତନ୍ତ୍ର କେମିକାଲ ପକାଯାଇ ସାନିଟାଇଜ କରାଯାଇଛି । ଅଗ୍ନିଶମ ବହିନୀର କର୍ମଚାରୀ ସ୍ବତନ୍ତ୍ର ପୋଷାକ ପିନ୍ଧି ଏହି କାର୍ଯ୍ୟ ଚଳାଇଛନ୍ତି । ଏହି କ୍ରମରେ ପୁରୀରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି ।

ପୁରୀରେ କୋରୋନା ୱାର୍ଡ ହେଲା ସାନିଟାଇଜ

ଅଗ୍ନିଶମ ବହିନୀ ପକ୍ଷରୁ ପୁରୀର କଲେରା ହସ୍ପିଟାଲରେ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଯାଇଛି । ପରେ ରେଡ଼ କ୍ରସ ରୋଡ଼କୁ ମଧ୍ୟ ସାନିଟାଇଜ କରାଯାଇଛି । ସରକାରଙ୍କ ନିର୍ଦେଶ ମୁତାବକ ପ୍ରଥମେ ପୁରୀ ଜିଲାର ବିଭିନ୍ନ ହସ୍ପିଟାଲରେ ଏହି କାର୍ଯ୍ୟ କରାଯାଉଛି । ଅଗାମୀ ଦିନରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିଲେ ଅନ୍ୟ ସରକାରୀ କାର୍ଯ୍ୟଳୟ, ଅନୁଷ୍ଠାନକୁ ମଧ୍ୟ କେମିକାଲ ସିଞ୍ଚନ କରାଯାଇ ସାନିଟାଇଜ କରାଯିବ ବୋଲି ପୁରୀର ଅଗ୍ନିଶମ ବିଭାଗ କର୍ମଚାରୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.