ETV Bharat / state

ବ୍ରହ୍ମଗିରିରେ ଚେକିଂ କଡ଼ାକଡ଼ି, 3ଟି ଦୋକାନ ସିଲ୍ କଲା ପ୍ରଶାସନ - ପୁରୀ ଜିଲ୍ଲା

ବ୍ରହ୍ମଗିରିରେ ଚେକିଂ କଡ଼ାକଡ଼ି । ପୁରୀ ଜିଲ୍ଲାରେ କୋରୋନା ପ୍ରଭାବ ଉପର ମୁହାଁ ଥିବା ବେଳେ କୋଭିଡ ନିୟମ ଭଙ୍ଗ କରିଥିବାରୁ ତିନୋଟି ଦୋକାନ ସିଲ କଲା ପ୍ରଶାସନ । ଅଧିକ ପଢନ୍ତୁ...

ବ୍ରହ୍ମଗିରିରେ ଚେକିଂ କଡ଼ାକଡ଼ି, 3ଟି ଦୋକାନ ସିଲ୍ କଲା ପ୍ରଶାସନ

author img

By

Published : Apr 28, 2021, 10:02 AM IST

ବ୍ରହ୍ମଗିରି: କୋଭିଡ ନିୟମ ଅମାନ୍ୟ କରିଥିବାରୁ ତିନୋଟି ଦୋକାନ ସିଲ କଲା ପ୍ରଶାସନ । କୋରୋନା ପ୍ରଭାବ ପୁରୀ ଜିଲ୍ଲାରେ ଉପର ମୁହାଁ ଥିବା ବେଳେ ବ୍ରହ୍ମଗିରି ବଜାରରେ ପ୍ରତିଦିନ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି । ଏନେଇ ଗତକାଲି(ମଙ୍ଗଳବାର) ସଂଧ୍ୟାରେ ପ୍ରଶାସନ ବ୍ରହ୍ମଗିରି ବଜାରରେ ଚଢ଼ାଉ କରିଥିବା ବେଳେ କୋଭିଡ୍ ନିୟମ ଭଙ୍ଗ ଅଭିଯୋଗରେ ଗୋଟାଏ ଡ୍ରେସ ଦୋକାନ, ଚିକେନ ଦୋକାନ ଏବଂ ଗୋଟାଏ ଗଡ୍ରେଜ୍ ଦୋକାନ, ଏପରିକି ତିନୋଟି ଦୋକାନକୁ ସିଲ କରାଯିବା ସହ ଏକାଧିକ ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରାଯାଇଛି ।

ବ୍ରହ୍ମଗିରିରେ ଚେକିଂ କଡ଼ାକଡ଼ି, 3ଟି ଦୋକାନ ସିଲ୍ କଲା ପ୍ରଶାସନ

ଏଥିରେ ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ପ୍ରଭଦ କୁମାର ମହାନ୍ତି, କିରାଣୀ ସୋମ୍ୟ ରଞ୍ଜନ ବାରିକ ଏବଂ ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥି ଉପସ୍ଥିତ ଥିଲେ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.