ETV Bharat / state

ପୁଣି ପୁରସ୍କୃତ ହେବେ ପଦ୍ମଶ୍ରୀ ସୁଦର୍ଶନ, ପାଇବେ ଆନ୍ତର୍ଜାତୀୟ ପୁରସ୍କାର

author img

By

Published : Nov 1, 2019, 10:42 PM IST

ପୁଣି ଏକ ଆନ୍ତର୍ଜାତୀୟ ପୁରସ୍କାର ହାତେଇବେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ‘ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ପୁରସ୍କାର 2019’ ପାଇବେ ସୁଦର୍ଶନ ପଟ୍ଟନାୟକ ।

ପୁଣି ପୁରସ୍କୃତ ହେବେ ପଦ୍ମଶ୍ରୀ ସୁଦର୍ଶନ

ପୁରୀ: ପୁଣି ଏକ ଆନ୍ତର୍ଜାତୀୟ ପୁରସ୍କାର ହାତେଇବେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ‘ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ପୁରସ୍କାର 2019’ ପାଇବେ ସୁଦର୍ଶନ ପଟ୍ଟନାୟକ ।

ପୁଣି ପୁରସ୍କୃତ ହେବେ ପଦ୍ମଶ୍ରୀ ସୁଦର୍ଶନ
ଫଟୋ ସୌଜନ୍ୟ-ଟ୍ବିଟର@sudarsansand

ଇଟାଲୀରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ସୁଦର୍ଶନଙ୍କୁ ଏହି ପୁରସ୍କାର ଦିଆଯିବ। ନଭେମ୍ବର ୧୩ରୁ ୧୮ ଯାଏ ଏହି ଅନ୍ତର୍ଜାତୀୟ ଉତ୍ସବ ଆୟୋଜିତ ହେବ । ଏଥିରେ ସୁଦର୍ଶନଙ୍କ ସମେତ ୮ ବିଶିଷ୍ଟ ବାଲୁକା ଶିଳ୍ପୀ ଉତ୍ସବରେ ଭାଗନେବେ ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସୁଦର୍ଶନ ଙ୍କୁ ପୁରସ୍କାରBody:ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଉ ଏକ ଆନ୍ତର୍ଜାତିୟ ପୁରସ୍କାର ନେଇ ମନୋନୀତ ହୋଇ ଛନ୍ତି। ଇଟାଲୀଆନ ଗୋଲ୍‌ଡେନ୍‌ ସ୍ୟାଣ୍ଡ ଆର୍ଟ ପୁରସ୍କାର ପାଇବେ ସୁଦର୍ଶନ ପଟ୍ଟନାୟକ ।ଇଟାଲୀରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ଦିଆଯିବ ଏହି ପୁରସ୍କାର,। ନଭେମ୍ବର ୧୩ରୁ ୧୮ ଯାଏ ଆୟୋଜିତ ହେବ ଏହି ଅନ୍ତର୍ଜାତୀୟ ଉତ୍ସବ । ଉତ୍ସବରେ ଭାଗନେବେ ସୁଦର୍ଶନଙ୍କ ସମେତ ୮ ବିଶିଷ୍ଟ ବାଲୁକା ଶିଳ୍ପୀ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.