ETV Bharat / state

ବିବାଦ ଘେରରେ ସମ୍ବିତ: ଜିଲ୍ଲାପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ - notice

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରି ବିବାଦ ଘେରରେ ସମ୍ବିତ । ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି ହେଲା କାରଣ ଦର୍ଶାଅ ନୋଟିସ । ପୂର୍ବରୁ ମଧ୍ୟ ନିର୍ବାଚନରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ବ୍ୟବହାର କରି ବିବାଦ ଘେରକୁ ଆସିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Mar 27, 2019, 5:49 AM IST

ପୁରୀ: ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ନେଇ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ସୂଚନାନୁଯାୟୀ, ସମ୍ବିତ ପ୍ରଶାସନର ବିନା ଅନୁମତିରେ ସୋମବାର ପୁରୀରେ ଏକ ବିଶାଳ ରାଲି କରିଥିଲେ। ଯେଉଁକାରଣରୁ ତାଙ୍କୁ ପୁରୀ ଜିଲ୍ଲାପାଳ ସୋ କଜ ନୋଟିସ ପଠାଇଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ଉତ୍ତରା ଛକରୁ ସୋମବାର ଏକ ରୋଡ଼ ସୋ ମାଧ୍ୟମରେ ପୁରୀ ଶ୍ରୀମନ୍ଦିରକୁ ଆସିଥିଲେ। ମାତ୍ର ଏହି ରାଲି ପାଇଁ ପ୍ରଶାସନ ନିକଟରୁ ସେ କୌଣସି ଅନୁମତି ଆଣିନଥିବା ଜଣାପଡିଛି । କେବଳ ସେତିକି ନୁହେଁ ପୂର୍ବରୁ ମଧ୍ୟ ସମ୍ବିତ ନିର୍ବାଚନ ରାଲିରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ବ୍ୟବହାର କରି ବିବାଦ ଘେରକୁ ଆସିଥିଲେ । ତେବେ ରାଲିରେ ଜଗନ୍ନାଥଙ୍କ ଫଟୋ ବ୍ୟବହାର ଘଟଣାକୁ ନେଇ ସେବାୟତଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

RESTRICTIONS: No access Czech Republic. SNTV clients only. Use on broadcast and digital channels, including social. Available worldwide. Use within 14 days. All usage subject to rights licensed in contract. For any questions regarding rights restrictions please contact planning@sntv.com.
SHOTLIST: Brno, Czech Republic. 26th March 2019.
++SHOTLIST AND FULL STORYLINE TO FOLLOW++
1. 00:00 Various of Radim Zondra arriving to court
2. 00:23 Various of Zondra leaving the court
3. 00:36 SOUNDBITE (Czech): Karel Tejkal, Petra Kvitova's spokesman:
(Answering if is satisfied with the verdict)
"We are aware of it. I am in touch with Petra, who is now waking up in the United States. She's got the information about the situation here. We respect the decision of the independent court - both the accusation and the punishment. However, I have to add, Petra is happy especially because she recognized the person at the recognition session before and named him as the offender."
4. 01:07 SOUNDBITE (Czech): Karel Tejkal, Petra Kvitova's spokesman:
(Question: "Is she going to be calm now? Is the case over for her?)
"I already mentioned several times that the case is over for Petra. For her, the most valuable moment was when she testified here. However, this is another important moment, but we can expect that him will request an appeal. But the result that came today is important because it's a signal. Everything that leads to an end is important for Petra."
SOURCE: Nova TV
DURATION: 01:40
STORYLINE:
A court in the Czech Republic convicted a man of stabbing double Wimbledon champion Petra Kvitova, and sentenced him to eight years in prison on Tuesday.
The regional court in the city of Brno ruled that Radim Zondra caused Kvitova serious bodily harm in December 2016 when he attacked her in her apartment in Prostejov.
The state prosecutor requested 12 years in prison for Zondra, who pleaded not guilty.
Kvitova had surgery on injuries to her left playing hand, but it took the tennis star more than five months to recover.
The 29-year-old reached the Australian Open final in January and is currently ranked a career-high world number two.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.