ETV Bharat / state

ମହାପ୍ରଭୁଙ୍କ ଦର୍ଶନ କଲେ ଶିବରାଜ ସିଂ ଚୌହାନ - sivraj singh chawhan

ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ 2 ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଏହି କ୍ରମରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ ଆନନ୍ଦ ଲାଭ କରିଥିବା କହିଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ପୁରୀ
author img

By

Published : Aug 11, 2019, 9:09 AM IST

ପୁରୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ ଶନିବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ ଆନନ୍ଦ ଲାଭ କରିଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ପୁରୀ

ଶିବରାଜ ପ୍ରଥମେ ଶ୍ରୀମନ୍ଦିର ଭିତରକୁ ଯାଇ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ବୁଲିବା ସହ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଶିବରାଜ ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ପରେ ବିଜେପି କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଖଣ୍ଡୁଆ ପାଟ ଦେଇ ତାଙ୍କୁ ସ୍ବାଗତ କରାଯାଇଥିଲା । ଏହାପରେ ମହାପ୍ରସାଦ ସେବନ କରିଥିଲେ ।

ସୂଚନାନୁସାରେ, ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କରିବାକୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଶିବରାଜ ସିଂ ଚୌହାନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମହାପ୍ରଭୁଙ୍କ ଦର୍ଶନ ଲାଭ କଲେ ବିଜେପି ର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ

Body:ବିଜେପି ର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ରାତି ଆସି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇ ଶିବରାଜ ବେଶ ଆନନ୍ଦ ଲାଭ କରିଥିଲେ। ପ୍ରଥମେ ଶ୍ରୀମନ୍ଦିର ଭିତରକୁ ଯାଇ ପାର୍ଶ୍ଵ ଦେବା ଦେବୀ ଙ୍କ ମନ୍ଦିର ବୁଲିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଶିବରାଜ। ସିଂହ ଦ୍ୱାର ସମୂଖ ରେ ପହଂଚିବା ପରେ ଶିବରାଜ ସିଂ ଚୌହାନ ଙ୍କୁ ବିଜେପି ର କର୍ମୀ ମାନେ ସ୍ୱାଗତ କରିଥିଲେ ।ଖଣ୍ଡୁଆ ପାଟ ଦେଇ ତାଙ୍କୁ ସ୍ବାଗତ କରାଯାଇଥିଲା। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସମେତ ମହାପ୍ରସାଦ ପାଇଥିଲେ ଶିବରାଜ।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.