ETV Bharat / state

ଶରଧାବାଲି ମୁକ୍ତାକାଶ ରଙ୍ଗ ମଞ୍ଚରେ ଶିଶୁ ମହୋତ୍ସବ - ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମହୋତ୍ସବକୁ ଉଦଘାଟନ

ପୁରୀ ଶରଧାବାଲିର ମୁକ୍ତାକାଶ ରଙ୍ଗ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି 18 ତମ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ।

ମୁକ୍ତାକାଶ ରଙ୍ଗ ମଞ୍ଚରେ ଶିଶୁ ମହୋତ୍ସବ
author img

By

Published : Nov 17, 2019, 6:50 PM IST

ପୁରୀ: ମୁକ୍ତାକାଶ ରଙ୍ଗ ମଞ୍ଚରେ ଶିଶୁ ମହୋତ୍ସବ । ଶରଧାବାଲିର ମୁକ୍ତାକାଶ ରଙ୍ଗ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି 18 ତମ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମହୋତ୍ସବକୁ ଉଦଘାଟନ କରିଥିବାବେଳେ ମହୋତ୍ସବ ପ୍ରସ୍ତୁତି କମିଟିର ସଭାପତି ସଦାଶିବ ମିଶ୍ର ସଭାପତିତ୍ବ କରିଥିଲେ ।

ମୁକ୍ତାକାଶ ରଙ୍ଗ ମଞ୍ଚରେ ଶିଶୁ ମହୋତ୍ସବ

ପୁରୀ ସମେତ 15 ଟି ଜିଲ୍ଲାରୁ ଆସିଥିବା 145 ରୁ ଅଧିକ ଛାତ୍ରଛାତ୍ରୀ ଶିଶୁ ପ୍ରତିଭା ନୃତ୍ୟଗୀତ ଓ ବାଦ୍ୟ ଯନ୍ତ୍ର ଆଦି ପରିବେଷଣ କରିଥିଲେ। ଏହି ଅବସରରେ ମୁଖପତ୍ର ଶିଶୁ ପ୍ରତିଭା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଅନେକ ଶିକ୍ଷାବିତ ଓ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Intro:ଶିଶୁ ମହୋତ୍ସବBody:ପୁରୀ ସରଧାବାଲି ମୁକ୍ତାକାଶ ରଙ୍ଗ ମଞ୍ଚ ରେ 18 ତମ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବ ପ୍ରସ୍ତୁତି କମିଟି ର ସଭାପତି ସଦାଶିବ ମିଶ୍ର ସଭାପତିତ୍ୱ କରିଥିଲେ । ମହୋତ୍ସବ କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ tukuni ସାହୁ ଉଦଘାଟନ କରିଥିଲେ। ପୁରୀ ସମେତ 15 ଟି ଜିଲାରୁ ଆସିଥିବା 145 ରୁ ଅଧିକ ଛାତ୍ର ଛାତ୍ରୀ ଶିଶୁ ପ୍ରତିଭା ନୃତ୍ୟ , ଗୀତ ଓ ବାଦ୍ୟ ଯନ୍ତ୍ର ଆଦି ପରିବେଷଣ କରିଥିଲେ। ଏହି ଅବସର ରେ ମୁଖ ପତ୍ର ଶିଶୁ ପ୍ରତିଭା ଉନ୍ମୋଚିତ ହୋଇ ଥିଲା। ଏହି ଅଵସର ରେ ଅନେକ ଶିକ୍ଷା ବିତ ଓ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ଥିଲା।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.