ETV Bharat / state

ଫନି ପରେ କିପରି ଚାଲିଛି ରଥ ନିର୍ମାଣ କାମ, ଦେଖନ୍ତୁ ଭିଡିଓ

ଆସନ୍ତା ଜୁଲାଇ 4 ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା । ସେଥିପାଇଁ ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବାତ୍ୟା ଫନିକୁ ଭୁଲି ମହାରଣା ମାନେ ଲାଗି ପଡିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : May 18, 2019, 10:26 PM IST

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ନିର୍ମାଣ ପାଇଁ ଗୁଜ ଅନୁକୂଳ ହେବା ପରେ ରଥ ନିର୍ମାଣ ପ୍ରସ୍ତୁତି ଜୋର ଧରିଛି । ରୂପକାର ସେବକ ରଥ ନିର୍ମାଣ ପାଇଁ ବିଭିନ୍ନ ଖୋଦେଇ ଆରମ୍ଭ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତିନି ରଥର ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ମହାରଣା ସେବକ ଓ ଭୋଇ ସେବକଙ୍କ ସହଯୋଗରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ବାତ୍ୟା ଫନିକୁ ଭୁଲି ମହାପ୍ରଭୁଙ୍କ ସେବାରେ ଲାଗି ପଡିଛନ୍ତି ମହାରଣା। ଶ୍ରୀକ୍ଷେତ୍ରରେ କିଭଳି ଚାଲିଛିର ରଥ ନିର୍ମାଣ କାମ। ଏନେଇ ପ୍ରଭୁ ଜଗନ୍ନାଥଙ୍କ ରଥର ମୁଖ୍ୟ ମହାରଣାଙ୍କ ବିସ୍ତୁତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ରେ ରଥ ନିର୍ମାଣ ପାଇଁ ଗୁଜ ଅନୁକୂଳ ହୋଇ ଯାଇଛି। ତେବେ ରଥ ନିର୍ମାଣ ନେଇ ପ୍ରସ୍ତୁତି ଏବେ ଜୋର ଧରିଛି। ଗୁଜ ଅନୁକୂଳ ପରେ ରୂପକାର ସେବକମାନେ ରଥ ନିର୍ମାଣ ନେଇ ବିଭିନ୍ନ ଖୋଦେଇ ଆରମ୍ଭ କରିଛନ୍ତି। ତିନି ରଥର ମୁଖ୍ୟ ମହାରଣା ଙ୍କ ଉପସ୍ଥିତିରେ ମହାରଣା ସେବକ ଓ ଭୋଇ ସେବକ ଙ୍କ ସହଯୋଗ ରେ ଚାଲିଛି ରଥ ନିର୍ମାଣ ।ତେବେ ରଥ ଖଳାରେ କିଭଳି ଚାଲିଛି ରଥ କାର୍ଯ୍ୟ ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ରିପୋର୍ଟ ର ଶକ୍ତି ପ୍ରସାଦ ମିଶ୍ର

Body:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.