ପୁରୀ: ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ସାରା ଦେଶ ଦୁଃଖିତ । ଗୁରୁବାର ଘଟିଥିବା ଏହି ଭୟଙ୍କର ଆତ୍ମଘାତୀ ଆକ୍ରମଣରେ ଶହୀଦ ଯବାନଙ୍କୁ ସାରା ଦେଶ ଦେଉଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା କଳାରେ ଅମର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Tributes to the brave #CRPF jawans who lost their lives in #Pulwama terrorist attack. My SandArt at Vagdevi Vilas School in #Bangalore. pic.twitter.com/eG2amLeGpe
— Sudarsan Pattnaik (@sudarsansand) February 16, 2019 " class="align-text-top noRightClick twitterSection" data="
">Tributes to the brave #CRPF jawans who lost their lives in #Pulwama terrorist attack. My SandArt at Vagdevi Vilas School in #Bangalore. pic.twitter.com/eG2amLeGpe
— Sudarsan Pattnaik (@sudarsansand) February 16, 2019Tributes to the brave #CRPF jawans who lost their lives in #Pulwama terrorist attack. My SandArt at Vagdevi Vilas School in #Bangalore. pic.twitter.com/eG2amLeGpe
— Sudarsan Pattnaik (@sudarsansand) February 16, 2019
