ETV Bharat / state

ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀଙ୍କୁ ବାଲୁକା କଳାରେ ଶୁଭେଚ୍ଛା - ଭିଜିତ୍ ବାନାର୍ଜୀଙ୍କୁ ବାଲୁକା କଳାରେ ଶୁଭେଚ୍ଛା

ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା କରି ଅଭିଜିତ୍ ବାନାର୍ଜୀଙ୍କୁ ଶଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଫଟୋ ସୌଜନ୍ୟ:@sudarsansand
author img

By

Published : Oct 16, 2019, 3:12 AM IST

ଭୁବନେଶ୍ବର: ବାଲୁକାକଳାରେ ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀଙ୍କୁ ଶୁଭେଚ୍ଛା । ବିଶ୍ବ ତଥା ଓଡିଶାରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଅଭିଜିତ୍ ବାନାର୍ଜୀଙ୍କ ଅବଦାନ ଉଲ୍ଲେଖନୀୟ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା କରି ଅଭିଜିତ୍ ବାନାର୍ଜୀଙ୍କୁ ଶଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

sundarshan patnaik wishes abhijit banerjee
ଫଟୋ ସୌଜନ୍ୟ:@sudarsansand

ପ୍ରକାଶ ଯେ, ଭାରତରେ ଜନ୍ମିତ ଆମେରିକୀୟ ବାସିନ୍ଦା ଅଭିଜିତ ବାନାର୍ଜୀଙ୍କୁ ଚଳିତବର୍ଷ ଅର୍ଥଶାସ୍ତ୍ରରେ ମିଳିବ ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ ଜନକ ନୋବେଲ ପୁରସ୍କାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ମହାନଦୀର ସ୍ରୋତ ରେ ମାଛ ଧରିବା ହେଲା କାଳ।ମାଛ ଧରିବା ସମୟରେ ଡ଼ଙ୍ଗା ବୁଡି ଯିବାରୁ ଜଣେ ଧୀବରଙ୍କ ମୃତୁ ଘଟିଛି।ମୃତ ଧୀବର ଜଣକ ହେଉଛନ୍ତି କଟକ ଜିଲ୍ଲା ବଡମ୍ବା ନରସିଂହପୁର ଅଞ୍ଚଳର ମଥୁରା ବେହେରା।
ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ସମୟରେ ୨ ଧୀବର ମାଛ ଧରିବା ପାଇଁ ମହାନଦୀ ଭିତରକୁ ଯାଇଥିଲେ।ମହାନଦୀ ରେ ପ୍ରବଳ ସ୍ରୋତ ଥିବାରୁ ଡଙ୍ଗା ବୁଡି ଯାଇଥିଲା।ତେବେ ୨ ଜଣ ଧୀବର ନଦୀରେ ବୁଡି ଯାଇଥିଲେ।କୌଶଳ କ୍ରମେ ଜଣେ ଧୀବର ପହଁରି ନିଜ ଜୀବନ ବଞ୍ଚାଇ ଦେଇଥିବାବେଳେ ,ଅନ୍ୟଜଣେ ନଦୀରେ ବୁଡ଼ି ଗତକାଲି ଠାରୁ ନିଖୋଜ ଥିଲେ।ଖବର ପାଇ ଆଜି ଓଡ୍ରାଫ ଟିମ ପହଞ୍ଚି ପାଖାପାଖି ୮ ଘଣ୍ଟା ଖୋଜା ଖୋଜି କରିବାପରେ, ବୁଡି ଯାଇଥିବା ଧୀବରଙ୍କ ମୃତ ଦେହ ଉଦ୍ଧାର କରିଥିଲେ।ମୃତକ ଧୀବର ହେଉଛନ୍ତି ବଡମ୍ବା ନରସିଂହପୁର ଅଞ୍ଚଳର ବିକାଶ ବେହେରା।ସେ ଦୀର୍ଘ ୧୭ ବର୍ଷ ହେଲା ମହାନଦୀରେ ମାଛ ଧରି ପରିବାର ଚଳାଉ ଥିଲେ।

ବାଇଟ - ବିକାଶ ବେହେରା,ମୃତ ଧୀବରଙ୍କ ପୁଅ।

Body:no need

Conclusion:no need

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.