ETV Bharat / state

ବାଲୁକା ଚିତ୍ର କଳାରେ ରାଜ୍ୟପାଳଙ୍କୁ ଜନ୍ମ ଦିନର ଶୁଭେଚ୍ଛା - Sand Sculpture

ବାଲୁକା ଚିତ୍ର କଳାରେ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ..

ବାଲୁକା ଚିତ୍ର କଳାରେ ରାଜ୍ୟପାଳଙ୍କୁ ଜନ୍ମ ଦିନର ଶୁଭେଚ୍ଛା

author img

By

Published : Mar 1, 2021, 8:46 PM IST

ପୁରୀ: ବାଲୁକା ଚିତ୍ର କଳାରେ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି 79 ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ରାଜ୍ୟପାଳଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିରେ ନିର୍ମିତ ଏହି ବାଲୁକା ଚିତ୍ର କଳା ବେଶ ଆକର୍ଷଣୀୟ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.