ETV Bharat / state

ବାଲୁକା କଳାରେ ଟୀକାକରଣକୁ ସ୍ବାଗତ କଲେ ପଦ୍ମଶ୍ରୀ ସୁଦର୍ଶନ - Sudarsan welcomes vaccine drive through sandart'

ପୁରୀ ସମୁଦ୍ରତଟରେ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ଟୀକାକରଣକୁ ସ୍ବାଗତ କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ବାଲୁକା କଳାରେ ଟୀକାକରଣକୁ ସ୍ବାଗତ କଲେ ପଦ୍ମଶ୍ରୀ ସୁଦର୍ଶନ

author img

By

Published : Jan 16, 2021, 4:46 PM IST

Updated : Jan 16, 2021, 5:23 PM IST

ପୁରୀ: କୋରୋନାକୁ ପ୍ରତିହତ ପାଇଁ ଆରମ୍ଭ ହୋଇଛି ମହାଲଢେଇ । ଦେଶବ୍ୟାପୀ ଜାରି ରହିଛି ଟୀକାକରଣ । ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଏହି ଖୁସିର ମୁହୂର୍ତ୍ତକୁ ସ୍ବାଗତ କରିଛନ୍ତି ।

ବାଲୁକା କଳାରେ ଟୀକାକରଣକୁ ସ୍ବାଗତ କଲେ ପଦ୍ମଶ୍ରୀ ସୁଦର୍ଶନ
ବାଲୁକା କଳାରେ ଟୀକାକରଣକୁ ସ୍ବାଗତ କଲେ ପଦ୍ମଶ୍ରୀ ସୁଦର୍ଶନ

ଟୀକାକରଣ ନେଇ ପୁରୀ ସମୁଦ୍ର ତଟରେ ସୁଦର୍ଶନ ଏକ ସୁନ୍ଦର ଓ ନିଚ୍ଛକ କଳାକୃତି ନିର୍ମାଣ କରିଛନ୍ତି ଏବଂ ଏକତ୍ର ହୋଇ ଆମେ କୋରୋନା ଉପରେ ବିଜୟ ପାଇବା ବୋଲି ବାର୍ତ୍ତା ଦେଇଛନ୍ତି ।

ଏହାସହ ପଦ୍ମଶ୍ରୀ ସୁଦର୍ଶନ ଟିକା ପ୍ରସ୍ତୁତକାରୀ ବୈଜ୍ଞାନିକ ଏବଂ ମହାମାରୀ ସମୟରେ ଲଢେଇ କରି ଆମକୁ ରକ୍ଷା କରିଥିବା କୋରୋନା ଯୋଦ୍ଧାଙ୍କୁ ସ୍ୟାଲୁଟ କରିଛନ୍ତି ।

ପୁରୀରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Jan 16, 2021, 5:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.