ETV Bharat / state

ବିଶ୍ୱ ପର୍ଯ୍ୟଟନ ଦିବସ, ବାଲୁକା ଚିତ୍ରକଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ

ପୁରୀ ବେଳାଭୂମିରେ ବାଲୁକା ଚିତ୍ର କରି ବିଶ୍ବ ପର୍ଯ୍ୟଟନ ଦିବସର ଅଭିନନ୍ଦନ ଜଣାଇଲେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ଚିତ୍ରରେ ଓଡିଶାର ଅନେକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀକୁ ସ୍ଥାନ ଦିଆଯାଇଥିଲା । ଅଧିକ ପଢ଼ନ୍ତୁ

ବିଶ୍ବ ପର୍ଯ୍ୟଟନ ଦିବସ, ବାଲୁକା ଚିତ୍ରକଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

author img

By

Published : Sep 26, 2022, 11:00 PM IST

ପୁରୀ: ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ବାଲୁକା ଚିତ୍ରକଳା । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କରି ପର୍ଯ୍ୟଟନ ଦିବସର ଅଭିନନ୍ଦନ ଜଣାଇଲେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ଚିତ୍ରରେ ସେ ଓଡିଶା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡ଼କୁ ସ୍ଥାନ ଦେଇଥିଲେ ।

ବିଶ୍ବ ପର୍ଯ୍ୟଟନ ଦିବସ, ବାଲୁକା ଚିତ୍ରକଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ । ବିଭିନ୍ନ ପର୍ଯ୍ୟଟନ ଶିଳ୍ପକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ୟୁଏନ୍ (UN) ପକ୍ଷରୁ ୨୭ ସେପ୍ଟେମ୍ବରକୁ ବିଶ୍ବ ବ୍ୟାପି ପର୍ଯ୍ୟଟନ ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଥଲେ । ସୁଦର୍ଶନ ପଟ୍ଟନାୟକଙ୍କ ଏହି ବାଲୁକା ଚିତ୍ରରେ ଓଡିଶାର ଅନେକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀକୁ ସ୍ଥାନ ଦିଆଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.