ETV Bharat / state

ବାଲୁକା କଳା ମାଧ୍ୟମରେ ବାପିଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Feb 16, 2022, 10:36 PM IST

Updated : Feb 16, 2022, 10:51 PM IST

ବାଲୁକା କଳା ମାଧ୍ୟମରେ ବାପିଙ୍କୁ ଶ୍ରଦ୍ଧାଞ୍ଜଳି । ବଲିଉଡର ଲୋକ ପ୍ରିୟ ଗାୟକ, ମ୍ୟୁଜିକ କମ୍ପୋଜର ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କର ପରଲୋକରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଅଧିକ ପଢନ୍ତୁ

SD
ବାଲୁକା କଳା ମାଧ୍ୟମରେ ବାପିଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ବାଲୁକା କଳା ମାଧ୍ୟମରେ ବାପିଙ୍କୁ ଶ୍ରଦ୍ଧାଞ୍ଜଳି । ବଲିଉଡର ଲୋକ ପ୍ରିୟ ଗାୟକ, ମ୍ୟୁଜିକ କମ୍ପୋଜର ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କର ପରଲୋକରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।୬୯ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।

ତେବେ ବଲିଉଡର ଡିସ୍କୋ କିଙ୍ଗ ଭାବେ ସେ ବେସ୍ ପରିଚିତ । ସୁନା ପ୍ରତି ତାଙ୍କର ରହିଥିବା ଆକର୍ଷଣ ଯୋଗୁଁ ବାପି ଲାହିରୀଙ୍କୁ ବଲିଉଡର ଗୋଲଡେନ ମ୍ୟାନ ମଧ୍ୟ କୁହାଯାଉଥିଲା। ଆଜି ତାଙ୍କର ଦେହାନ୍ତରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ତାଙ୍କରି ଅବିକଳ ସୁନା ପିନ୍ଧିଥିବା ପ୍ରତିକୃତି କରି golden manଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ସୁଦର୍ଶନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 16, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.