ଭୁବନେଶ୍ବର: ଏଥର ୟୁଟ୍ୟୁବରେ ଦେଖିପାରିବେ ରଥଯାତ୍ରା । ଗତ ଥର ପରି ଚଳିତ ବର୍ଷ ମଧ୍ୟ ଭକ୍ତ ୟୁଟ୍ୟୁବରେ ଦେଖିବେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ରଥଯତ୍ରା, ସୁନାବେଶ ଓ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତିଟି ପରମ୍ପରା । ଯାହାର ସିଧାପ୍ରସାରଣ କରିବ ଡିଡି ଓଡ଼ିଆ । ଅନ୍ୟାନ୍ୟ ଗଣମାଧ୍ୟମ ମଧ୍ୟ ନେଇପାରିବେ ଏହି ଫିଡ୍ । କୋଭିଡ ବେଳେ ଘରେ ଥାଇ ୟୁଟ୍ୟୁବ୍ରେ ଜୁନ୍ ୨୪ରେ ସ୍ନାନଯାତ୍ରା ଦେଖିପାରିବେ ଶ୍ରଦ୍ଧାଳୁ ।
-
Like last Year, Director, @dd_odia has been requested for Live Coverage of Snana Yatra, Gundicha Yatra, Bahuda Yatra, Suna-Besha & Neeladri-Bije and to provide common feed to recommended electronics media and web media channels free of cost. #RathaYatra2021 pic.twitter.com/JSnsWdbkLd
— I & PR Department, Odisha (@IPR_Odisha) June 4, 2021 " class="align-text-top noRightClick twitterSection" data="
">Like last Year, Director, @dd_odia has been requested for Live Coverage of Snana Yatra, Gundicha Yatra, Bahuda Yatra, Suna-Besha & Neeladri-Bije and to provide common feed to recommended electronics media and web media channels free of cost. #RathaYatra2021 pic.twitter.com/JSnsWdbkLd
— I & PR Department, Odisha (@IPR_Odisha) June 4, 2021Like last Year, Director, @dd_odia has been requested for Live Coverage of Snana Yatra, Gundicha Yatra, Bahuda Yatra, Suna-Besha & Neeladri-Bije and to provide common feed to recommended electronics media and web media channels free of cost. #RathaYatra2021 pic.twitter.com/JSnsWdbkLd
— I & PR Department, Odisha (@IPR_Odisha) June 4, 2021
ସେହିପରି, ଜୁଲାଇ ୧୨ରେ ରଥଯାତ୍ରାର ସିଧାପ୍ରସାରଣ, ଜୁଲାଇ ୨୦ରେ ବାହୁଡ଼ା ଯାତ୍ରା ଓ ୨୧ରେ ସୁନାବେଶର ସିଧାପ୍ରସାରଣ, ଜୁଲାଇ ୨୩ରେ ସୁନାବେଶର ସିଧାପ୍ରସାରଣ କରିବ ସୂଚନା ଓ ଲୋକସଂପର୍କ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ