ETV Bharat / state

ଅସୁସ୍ଥ ବିରଳ କୁରୁବଳ ପକ୍ଷୀ ଉଦ୍ଧାର - puri

ଉଦ୍ଧାର ହୋଇଛି ଅସୁସ୍ଥ ବିରଳ କୁରୁବଳ ପକ୍ଷୀ । ଉଦ୍ଧାର ପରେ ପକ୍ଷୀଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମଗିରି
author img

By

Published : Feb 17, 2019, 5:06 PM IST

ବ୍ରହ୍ମଗିରି: ଉଦ୍ଧାର ହୋଇଛି ଅସୁସ୍ଥ ବିରଳ କୁରୁବଳ ପକ୍ଷୀ । ଏହି ପକ୍ଷୀଟି ବ୍ରହ୍ମଗିରି ରେଞ୍ଜ ଅଧୀନ ହରିଦାସ ଗ୍ରାମ ନିକଟରେ ଥିବା ଏକ ବୁଦାରୁ ମିଳିଛି । ଉଦ୍ଧାର ପରେ ପକ୍ଷୀଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।

ତେବେ ସେହି ଗ୍ରାମର ରାଧାକାନ୍ତ ସାହୁ ପ୍ରଥମେ ପକ୍ଷୀଟି ବୁଦାରେ ପଡିଥିବାର ଦେଖିଥିଲେ । ତାକୁ ଉଦ୍ଧାର କରି ବ୍ରହ୍ମଗିରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ବନବିଭାଗ ପକ୍ଷୀଟିର ଚିକିତ୍ସା କରାଇଥିବା ଜଣାପଡିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:Body:

ନୀଳଗିରିରେ ଭାଲୁ ମୃତ୍ୟୁ, ବନବିଭାଗର ତଦନ୍ତ ଆରମ୍ଭ 

ବାଲେଶ୍ବର: ନୀଳଗିରିରୁ ପୁଣି ଏକ ଭାଲୁର କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଭାଲୁଟିକୁ ପିଟିପିଟି ମାରି ଦିଆଯାଇଥିବା ସନ୍ଦେହ କରାଯାଉଛି । ନୀଳଗିରି ବନବିଭାଗ ଅଧିନ ଧୋବସିଳା ପଞ୍ଚାୟତ ଚଲଣାପାଳ ଗ୍ରାମରେ ଭାଲୁର ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ନୀଳଗିରି ବନବିଭାଗ ଘଟଣାସ୍ଥଳକୁ ଯାଇ ଭାଲୁର ମୃତଦେହ ଉଦ୍ଧାରକରି ଅଫିସ ପରିସରରେ ରଖିଛନ୍ତି ।

ଭାଲୁର ମୁହଁରେ ଗଭୀର ଆଘାତ ଲାଗିଥିବାବେଳେ ତାକୁ ପିଟିପିଟି ମାରି ଦିଆଯାଇଥିବା ଅନୁମାନ କରାଯାଉଛି। ପୋଷ୍ଟମୋଟର୍ମ କରାଯାଇ ରିପୋର୍ଟ ଆସିଲେ ମୃତ୍ୟୁର ଅସଲ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । 

ଖବର ଅନୁଯାୟୀ, ଗତ କିଛିଦିନ ପୂର୍ବରୁ ନୀଳଗିରି ଅଞ୍ଚଳରେ ଆଉ ଏକ ଭାଲୁ ମୃତ୍ୟୁ ଖବର ଆସିଥିଲା । ଉକ୍ତ ଅଞ୍ଚଳରେ ଦ୍ବିତୀୟ ଥର ପାଇଁ ଏହି ଘଟଣା ସାମ୍ନାକୁ ଆସିଛି । 

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.