ETV Bharat / state

ପଶ୍ଚିମବଙ୍ଗରେ ସିଏଏକୁ ବିରୋଧ, ରେଳସେବା ପ୍ରଭାବିତ - ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ

ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପଶ୍ଚିମବଙ୍ଗରେ ବିଭିନ୍ନ ସଂଙ୍ଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଉଛି। ଯାହା ଫଳରେ 5ଟି ଟ୍ରେନକୁ ବାତିଲ କରାଯାଇଛି।

railway service affected dut to CAA
ଓଡିଶାରେ CAAର ବିରୋଧ ପ୍ରଭାବ
author img

By

Published : Dec 15, 2019, 4:43 PM IST

Updated : Dec 15, 2019, 5:30 PM IST

ପୁରୀ: ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୁଦ୍ଧର ଚାଲିଥିବା ବିକ୍ଷୋଭ ପାଇଁ ରେଳ ସେବା ପ୍ରଭାବିତ ହୋଇଛି। ଯେଉଁ କାରଣରୁ ସେଠାରୁ ଓଡ଼ିଶାକୁ ଆସୁଥିବା ଏବଂ ଯାଉଥିବା ବିଭିନ୍ନ ଟ୍ରେନର ସମୟକୁ ପରିବର୍ତ୍ତନ କରାଯାଇଛି। ପୁରୀ ଷ୍ଟେସନରେ ମଧ୍ୟ ଏହାର ପ୍ରଭାବ ପଡିଛି। ପୁରୀରୁ ଆସିବାକୁ ଥିବା ଓ ଯିବାକୁ ଥିବା 5ଟି ଟ୍ରେନକୁ ବାତିଲ ହୋଇଛି। ଯାହା ଫଳରେ ଯାତ୍ରୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।

ଓଡିଶାରେ CAAର ବିରୋଧ ପ୍ରଭାବ

ବିଶେଷ କରି ପଶ୍ଚିମବଙ୍ଗ ଯିବାକୁ ଥିବା ଯାତ୍ରୀ ଓ ପର୍ଯ୍ୟଟକ ଅଧିକ ସମସ୍ୟାର ସାମ୍ନା କରୁଛନ୍ତି। ନାଗରିକତା ସଂଶୋଧନ ଆଇନ ବିରୋଧରେ ପଶ୍ଚିମବଙ୍ଗରେ ବିଭିନ୍ନ ସଂଙ୍ଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଉଛି । ଫଳରେ ରେଳ ଚଳାଚଳ ଉପରେ ଏହାର ପ୍ରଭାବ ପଡିଛି । କେତେକ ଯାତ୍ରୀ ଏବଂ ପର୍ଯ୍ୟଟକ ଷ୍ଟେସନ ପରିସରରେ ଅଟକି ରହିଛନ୍ତି। ପୁରୀ-ସାନ୍ତ୍ରାଗାଛି, ପୁରୀ-ଚେନ୍ନାଇ, ପୁରୀ-ଚେନ୍ନାଇ ସ୍ପେଶାଲ, ପୁରୀ-ଖୋର୍ଦ୍ଧା ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପୁରୀ ରୁ ଟ୍ରେନ କ୍ୟାନସେଲBody:ନାଗରିକତା ସଂଶୋଧନ ଆଇନ ବିରୋଧ ରେ ପଶ୍ଚିମବଙ୍ଗ ରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଉଛି। ଫଳରେ ରେଳ ଚଳାଚଳ ଉପରେ ଏହାର ପ୍ରଭାବ ପଡିଛି। ପୁରୀ ଷ୍ଟେସନ ରେ ମଧ୍ୟ ଏହାର ପ୍ରଭାବ ପଡିଛି। ପୁରୀ ଆସିବାକୁ ଥିବା ଓ ଯିବାକୁ ଥିବା 5 ଟି ଟ୍ରେନ କ୍ୟାନସେଲ ହୋଇଛି। ଏହାର ଫଳରେ ଯାତ୍ରୀ ମାନେ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି। ବିଶେଷ ପଶ୍ଚିମ ବଙ୍ଗ ଯିବାକୁ ଥିବା ଯାତ୍ରୀ ଓ ପର୍ଯ୍ୟଟକ ମାନେ ଅଧିକ ଅସୁବିଧା ଭୋଗୁଛନ୍ତି। କେତେକ ଯାତ୍ରୀ ଏବଂ ପର୍ଯ୍ୟଟକ ଷ୍ଟେସନ ପରିସର ରେ ଅଟକି ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୁରୀ -ସାନ୍ତ୍ରା ଗାଛି, ପୁରୀ-ଚେନାଇ , ପୁରୀ ଚେନାଇ ସ୍ପେଶାଲ, ପୁରୀ ଖୋରଦା ପାସେଞ୍ଜର ଟ୍ରେନ କ୍ୟାନ୍ସଲ ହୋଇଛି

ବାଇଟ,, 1,, ପ୍ରସନ୍ନ କୁମାର ପାତ୍ର,, ଯାତ୍ରୀ
ବାଇଟ2,, ସୁଦୀପ , ଯାତ୍ରୀ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated : Dec 15, 2019, 5:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.